Home ଓଡ଼ିଶା କଂଗ୍ରେସରେ ଯୋଗଦେଲେ ଅପର୍ଣ୍ଣା ଧିର ସିଂହ ..

କଂଗ୍ରେସରେ ଯୋଗଦେଲେ ଅପର୍ଣ୍ଣା ଧିର ସିଂହ ..

58

ଭୁବନେଶ୍ୱର: କିଛି ଦିନ ତଳେ ବିଜେପି ଛାଡ଼ିଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ନେତ୍ରୀ ଅପର୍ଣ୍ଣା ଧୀର ସିଂ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏବଂ ଓଡ଼ିଶା ପ୍ରଭାରୀ ଚେଲା କୁମାରଙ୍କ ଉପସ୍ଥିତିରେ ଅପର୍ଣ୍ଣା କଂଗ୍ରେସରେ ଯୋଗ ଦେଇଛନ୍ତି। ଗତ ଅଗଷ୍ଟ ୩୦ ତାରିଖରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଥିବା ବେଳେ କଂଗ୍ରେସରରେ ଯୋଗଦେବା ପରେ ଏକ ନୂଆ ଆରମ୍ଭ ବୋଲି ଆଜି ଅପର୍ଣ୍ଣା ପୋଷ୍ଟ୍ କରିଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.