Home Top News ଭଲ ଖବର : ଆଜି ରାଜ୍ୟରୁ ୧୦୬୩୫ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ...

ଭଲ ଖବର : ଆଜି ରାଜ୍ୟରୁ ୧୦୬୩୫ ଆକ୍ରାନ୍ତ ସୁସ୍ଥ ହେଲେ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

111

ଭୁବନେଶ୍ୱର ୨୬-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୦୬୩୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୧୦୨୭ – ଖୋର୍ଦ୍ଧା ଜିଲ୍ଲାରୁ,

୯୩୬ – କଟକ ଜିଲ୍ଲାରୁ,

୮୩୦ – ସୁନ୍ଦରଗଡ ଜିଲ୍ଲାରୁ,

୭୫୪ – ଯାଜପୁର ଜିଲ୍ଲାରୁ,

୫୦୩ – ଅନୁଗୁଳ ଜିଲ୍ଲାରୁ,

୪୯୪ – ସମ୍ବଲପୁର ଜିଲ୍ଲାରୁ,

୪୭୨ – ପୁରୀ ଜିଲ୍ଲାରୁ,

୪୪୨ – ଭଦ୍ରକ ଜିଲ୍ଲାରୁ,

୪୩୮ – ମୟୂରଭଞ୍ଜ ଜିଲ୍ଲାରୁ,

୩୯୫ – ବରଗଡ ଜିଲ୍ଲାରୁ,

୩୫୪ – ବାଲେଶ୍ୱର ଜିଲ୍ଲାରୁ,

୩୪୦ – ଝାରସୁଗୁଡା ଜିଲ୍ଲାରୁ,

୨୮୯ – ବଲାଙ୍ଗୀର ଜିଲ୍ଲାରୁ,

୨୭୧ – ନବରଙ୍ଗପୁର ଜିଲ୍ଲାରୁ,

୨୭୦ – କୋରାପୁଟ ଜିଲ୍ଲାରୁ,

୨୬୫ – ନୟାଗଡ଼ ଜିଲ୍ଲାରୁ,

୨୬୩ – ଢେଙ୍କାନାଳ ଜିଲ୍ଲାରୁ,

୨୫୪ – ସୋନପୁର ଜିଲ୍ଲାରୁ,

୨୪୨ – ଗଞ୍ଜାମ ଜିଲ୍ଲାରୁ,

୨୪୧ – ବୌଦ୍ଧ ଜିଲ୍ଲାରୁ,

୨୧୮ – ନୁଆପଡା ଜିଲ୍ଲାରୁ,

୧୯୯ – ଜଗତସିଂହପୁର ଜିଲ୍ଲାରୁ,

୧୬୯ – ରାୟଗଡ଼ା ଜିଲ୍ଲାରୁ,

୧୬୭ – କେନ୍ଦୁଝର

୧୫୩ – କେନ୍ଦ୍ରାପଡା ଜିଲ୍ଲାରୁ,

୧୨୩ – କଳାହାଣ୍ଡି ଜିଲ୍ଲାରୁ,

୧୦୬ – ଦେବଗଡ଼ ଜିଲ୍ଲାରୁ,

୮୧ – କନ୍ଧମାଳ ଜିଲ୍ଲାରୁ,

୭୦ – ଗଜପତି ଜିଲ୍ଲାରୁ,

୬୯ – ମାଲକାନଗିରି ଜିଲ୍ଲାରୁ,

୨୦୦ – ରାଜ୍ୟ ଜିଲ୍ଲାରୁ,

ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୬୨୩୬୨୮ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.