Home ଓଡ଼ିଶା ହୀରାକୁଦ ଜଳଭଣ୍ଡାର : ସମସ୍ତ ଗେଟ ବନ୍ଦ, ଜଳସ୍ତର ୬୨୮.୧୫ ଫୁଟ

ହୀରାକୁଦ ଜଳଭଣ୍ଡାର : ସମସ୍ତ ଗେଟ ବନ୍ଦ, ଜଳସ୍ତର ୬୨୮.୧୫ ଫୁଟ

80

ସମ୍ବଲପୁର, ୧୮/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ବନ୍ଧ କର୍ତ୍ତୃପକ୍ଷ ଙ୍କ ସୂଚନା ଅନୁସାରେ ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୧୫ ଫୁଟ ରହିଛି। ଜଳସ୍ତର ହ୍ରାସ ଘଟି ଥିବା ବେଳେ ସମସ୍ତ ଗେଟ ବନ୍ଦ କରିଦିଆ ଯାଇଛି। ମହାନଦୀ ତଳ ମୁଣ୍ଡ ପର୍ଥଲା ରେ ୨୩ ହଜାର ୫୫୮, ବେଲଗାଁ ରେ ୧୨ ହଜାର ୮୦୦ ଖଇରମାଲରେ ୫୫ ହଜାର ୮୦୦, ବରମୂଳ ଠାରେ ୮୫ ହଜାର ୫୦୦, ଓ ମୁଣ୍ଡଳୀ ନିକଟରେ ୮୫ ହଜାର ୪୦୦ କ୍ୟୁସେକ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଛି। ବୁର୍ଲା ପାୱାର ହାଉସ ରେ ୧୧୩- ୧୨୫ ମେଗାୱାଟ, ଚିପିଳିମା ପାୱାର ହାଉସ ରେ ୫୪. ୩୭୫ ମେଗାୱାଟ ବିଜୁଳି ଉତ୍ପାଦନ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.