Home ଜିଲ୍ଲା ପରିକ୍ରମା ନିଳୋକରେ କ୍ଷେତ ବଚାଂଅ ଅଭିଯାନ

ନିଳୋକରେ କ୍ଷେତ ବଚାଂଅ ଅଭିଯାନ

1

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ନିଳୋକ ପଚାଂୟତ କାର୍ଯ୍ୟାଳୟ ସଭା ଗୃହରେ କୃଷି ବିଭାଗ ପକ୍ଷରୁ କ୍ଷେତ ବଚାଂଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ କୃଷି କର୍ମଚାରୀ ଦିପ୍ତୀ ରଞ୍ଜନ ନାୟକଙ୍କ ପରିଚାଳନାରେ ସରପଚଂ ପ୍ରତିନିଧି ରବିନ୍ଦ୍ର କୁମାର ସେଠୀ, କୃଷକସାଥୀ ଅବନୀ ଖୁଟିଂଆ, ପଚାଂନନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଚାଷ ପୂର୍ବରୁ ମାଟି ପରୀକ୍ଷା କରିବା, ଆବଶ୍ୟକୀୟ ଅନୁଯାୟୀ ସାର ପ୍ରୟୋଗ କରିବା ଏବଂ ରାସାୟନିକ ସାରର ସନ୍ତୁଳିତ ବ୍ୟବହାର ସର୍ମ୍ପକରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା । ଏଥିସହ ମୁଗ, ବିରି ଚାଷ ସମ୍ପର୍କରେ ବୁଝା ଯାଇଥିଲା । ଅଗ୍ରଣୀ ଚାଷୀ କିଶୋର ବେହେରା, ମଣିଭଦ୍ର ବିଶ୍ୱାଳ, ନାରାୟଣ ଚନ୍ଦ୍ର ଦାଶ, ପ୍ରଫୁଲ୍ଲ କୁମାର ମହାନ୍ତି, ନୃସିଂହ ଚରଣ ଦାଶ, ନାରାୟଣ ଚନ୍ଦ୍ର ଦ୍ୱିବେଦୀ, ଅନନ୍ତ ଚରଣ ଦାସ, ନବକିଶୋର ନାୟକ, ଅଜୟ କୁମାର ପଣ୍ଡା, ସନ୍ତୋଷ କୁମାର ଧଳ, ରତ୍ନାକର ମୁଦୁଲି, ସତ୍ୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.