Home ଜିଲ୍ଲା ପରିକ୍ରମା ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର,ଶାରଦୀୟ ଶରତର ଶ୍ୟାମଳିମା, କବିତ୍ୱକୁ ଶବ୍ଦ ଯୋଗାଏ

ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର,ଶାରଦୀୟ ଶରତର ଶ୍ୟାମଳିମା, କବିତ୍ୱକୁ ଶବ୍ଦ ଯୋଗାଏ

7

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସାମରାଇପୁର କଲ୍ୟାଣୀ ନଗର ସ୍ଥିତ ଗୁରୁକୃପା ଭବନେର ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ଅନୁଷ୍ଠିତ ହୋଇଛି। ଇଂ ଅଭୟ ସୁତାରଙ୍କ ପୌରାହିତ୍ୟେର ପ୍ର. ଅଟଳ ବିହାରୀ ନାୟକ ଉଦ୍‌ଘାଟନ କରିଥେôଲ। ଶାରଦୀୟ ଉତ୍ସବ ପରମ୍ପରୋର ସାହିତ୍ୟ ଶୀଷର୍କ ଅୋଲାଚନାଚକ୍ରେର ମୁଖ୍ୟ ଅତିଥି ପୁବର୍ତନ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା ସୁଧୀର ରଞ୍ଜନ ମହାନ୍ତ, ମୁଖ୍ୟବକ୍ତା ପ୍ର. ଗୋଲକ ବିହାରୀ ସାହୁ, ବିଶିଷ୍ଟ ଅତିଥି ବ୍ୟଙ୍ଗକବି ହେମନ୍ତ କୁମାର ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ସଙ୍ଗୀତ ନାଟକ ଏକୋଡ଼ମୀ ପୁରସ୍କାର ପ୍ରାପ୍ତ ନାଟ୍ୟଶ୍ରୀ ଡ଼ ନିମର୍ଳ ରାଉତ, ଶିକ୍ଷାବିତ୍ ଗୟାଧର ପଣ୍ଡା, ପ୍ରବାଚକ ନରହରୀ ଦାଶ, ବିଜୟ କୁମାର ବହଳୀ, ପ୍ରମୁଖ ଶାରଦୀୟ ଉତ୍ସବେର ଆଧୁନିକ ସାଂସ୍କୃତିକ ପରମ୍ପରାର ଅବକ୍ଷୟ ହୋଇଛି ମାତ୍ର ଶରତ ରୁତୁ ସମସ୍ତ ମୁଖ୍ୟ ପର୍ବ ପର୍ବାଣେୀର ଆରମ୍ଭ କରିଛି ମା ଧରିତ୍ରୀ ଶସ୍ୟ ଶ୍ୟାମଳା ହୋଇ ଉଠିଛି, ଲୋଜଇ ଅଳସୀ କାଶତଣ୍ଡୀ ତାର ସବଳ ସମ୍ଭାର ସୌନ୍ଦଯ୍ୟେର ମା ଦୁର୍ଗାଙ୍କୁ ସ୍ୱାଗତ କରିଛି। କବିର କବିତ୍ୱର ଶବ୍ଦ ମିଳିଯାଇଛି ତାର କବିତା ପାଇଁ, ଆଉ ଏ ଧରଣୀ ହସି ଉଠୁଛି ଫଳର ସମ୍ଭାର ନେଇ ବୋଲି ଅତିଥିଗଣ ମତ ଘୋଷଣା କରିଥେôଲ। ଅଧ୍ୟାପିକା ଉଷାରାଣୀ ଜେନା ଓ ଡ଼ ପୁଜାରାଣୀ ଘୋଷ୍‌ଙ୍କ ସେଂଯାଜନୋର ଅୋୟାଜିତ କବିତା ଅବସରେର ବୈକୁଣ୍ଠ ନାଥ ଓଝା, େଉମଶ ଚନ୍ଦ୍ର ମହାପାତ୍ର, ଅଧିବକ୍ତା ମନରଂଜନ ଦାସ, ବିପ୍ଳବ କୁମାର ହୋତା, ଶିକ୍ଷାବିତ୍ ଅଜୟ କୁମାର କର, ବର୍ଷିଆନ୍ କବି ମୁକୁନ୍ଦେଦବ ନାୟକ, ଶଶିକାନ୍ତ େବେହରା, ନାଟ୍ୟକାର କାଳନ୍ଦୀ ମଲ୍ଲିକ, କୈଳାଶ ଦାସ, ସାବିତ୍ରୀ ବାନାର୍ଜୀ, ରେମଶ ଚନ୍ଦ୍ର ଦାସ, ଅଂଶୁମାନ ସ୍ୱାଇଁ, ସେୁରଶ କୁମାର ସାହୁ ପ୍ରମୁଖ ସୁରଚିତ କବିତା ପାଠ କରିଥେôଲ। ଗୀତିକାର ଅରୂପାନନ୍ଦ ମଞ୍ଚ ଆହ୍ୱାନ, ପ୍ରତିଷ୍ଠାତା ସମ୍ପାଦକ ଡ଼ା ଅନିଲ୍ କୁମାର ଦାଶ ସଂପାଦକୀୟ ପାଠ ଓ ଭଜନ ପରେିବଶଣ, ସହ ସମ୍ପାଦିକା ମମତାରାଣୀ ଦାଶ ମିଶ୍ର ବେଦ ପାଠ ଓ ମଞ୍ଚ ପରିଚାଳନା ଏବଂ ଶେଷେର ନାରାୟଣ ଚନ୍ଦ୍ର ପାଢ଼ୀ ଧନ୍ୟାବାଦ ଅପର୍ଣ କରିଥେôଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.