Home ଜିଲ୍ଲା ପରିକ୍ରମା ଶ୍ରାବଣୀ ଜଳଭାର ନେଇ ଆସିଥିବା କାଉଡ଼ିଆ ଭକ୍ତ ୩ମହଲା ଛାତରୁ ଖସିପଡ଼ି ଗୁରୁତର

ଶ୍ରାବଣୀ ଜଳଭାର ନେଇ ଆସିଥିବା କାଉଡ଼ିଆ ଭକ୍ତ ୩ମହଲା ଛାତରୁ ଖସିପଡ଼ି ଗୁରୁତର

9

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଶ୍ରାବଣମାସ ୨ୟ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଭଦ୍ରକ ଜିଲା ତିହିଡ଼ି ଥାନା ଅଧିନ ପାଳିଆ୍ୱିନ୍ଧା ଗାଁରୁ ଆସିଥିବା ଜଣେ କାଉଡିଆଭକ୍ତ ୩ମହଲା ଛାତ ଖସି ପଡିବା ଫଳରେ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.