Home ଜିଲ୍ଲା ପରିକ୍ରମା ଯୌନ ବିକାର ଗ୍ରସ୍ତ ମଣିଷ ପାଇଁ ବଳି ପଡୁଛି ସାମ୍ପ୍ରଦାୟିକ ଶାନ୍ତି ଓ ସଦଭାବନା, ବିଶ୍ୱହିନ୍ଦୁ...

ଯୌନ ବିକାର ଗ୍ରସ୍ତ ମଣିଷ ପାଇଁ ବଳି ପଡୁଛି ସାମ୍ପ୍ରଦାୟିକ ଶାନ୍ତି ଓ ସଦଭାବନା, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ଥାନାରେ ଏତଲା, ଅଭିଯୁକ୍ତ ଗିରଫ

7

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଭ୍ୟତା ଦୃତ ଗତିରେ ଆଗକୁ ବଢୁଥିବା ବେଳେ ବିକାର ଗ୍ରସ୍ତ କିଛି ଲୋକଂକ ପାଇଁ ପ୍ରଭାବିତ ହେଉଛି ସାଧରଣ ଜନଜୀବନ। ଯୌନ ବିକାର ଗ୍ରସ୍ତ ମଣିଷ ପାଇଁ ବଳି ପଡୁଛି ସାମ୍ପ୍ରଦାୟିକ ଶାନ୍ତି ଓ ସଦଭାବନା। ଜଣେ ଯୌନ ବିକାର ଗ୍ରସ୍ତ ମଣିଷ ପାଇଁ ଅଶାନ୍ତ ହେବାକୁ ବସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର। ମଣିଷ ନିଜ ଶାରିରୀକ କ୍ଷ୍ୟୁଧା ଙ୍କୁ ମେେଂଟଇବାକୁ ଯାଇ କିପରି ପାଲଟି ଯାଇଛି ପଶୁ ତାର ନଗ୍ନ ଉଦାହରଣ ସାମାଜିକ ଗଣ ମାଧ୍ୟମ ରେ ବୁଲୁଥିବା ଏହି ଭି ଡି ଓ। ଘଟଣା ଘଟାଇଥିବା ବ୍ୟକ୍ତି ଜଣକ ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ସାବରପୁର ଗ୍ରାମର। ନିଜ ଝିଅ ବାହାଘର କରି ସାରି ନାତି ନାତୁଣୀ ଦେଖିଥିବା ଏହି ଉଦଭ୍ରାନ୍ତ ବ୍ୟକ୍ତି ଙ୍କ ଆଚରଣ ରେ ସ୍ତବ୍ଧ ଓ ଲଜ୍ଜିତ ବାସୁଦେବପୁର ବାସୀ। ବିଜୁଳୀ ବେଗ ରେ ଭାଇରାଲ ହେଉଥିବା ଏହି ଭିଡିଓ ସମଗ୍ର ହିନ୍ଦୁ ଧର୍ମର ଲୋକଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି। ନିଜ ଗୋମାତା ପ୍ରତି ଏପରି ଲୋମ ଟାଙ୍କୁ ରା ଘଟଣା କୁ ନେଇ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଶଷ୍ୟ ଶ୍ୟାମଳମ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଥାନା ରେ ଏତଲା ଦାଏର କରାଯାଇଥିବା ବେଳେ ଅଭିଯୁକ୍ତ ମୁନା ଖାଁ ଓରଫ କପୁରୁଦ୍ଦିନ ଘଟଣା ସ୍ଥଳରୁ ଚତୁରତା ପୂର୍ବକ ଚଂପଟ ମାରିଛି। ସୂଚନା ଯୋଗ୍ୟ ପୂର୍ବରୁ ଏକ ନାବାଳିକା ସେକ୍ସୁଆଲ ଘଟଣା ରେ ମୁନା ଜେଲ୍ ଯାଇ ଫେରିବା ପରେ ଗୋମାତା ପ୍ରତି ଏହି ଆଚରଣ ସମସ୍ତଙ୍କୁ ସ୍ତବ୍ଧ କରିଛି। ଏବେ ଅପେକ୍ଷା ବାସୁଦେବପୁର ପୋଲିସ୍ ପ୍ରଶାସନ କଣ ନେଉଛି ପଦକ୍ଷେପ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.