Home ଜିଲ୍ଲା ପରିକ୍ରମା କେନ୍ଦୁଆପଦା ଶ୍ରୀରାମ ନବମୀ ଉଦ୍‌ଯାପିତ

କେନ୍ଦୁଆପଦା ଶ୍ରୀରାମ ନବମୀ ଉଦ୍‌ଯାପିତ

3

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ କେନ୍ଦୁଆପଦା ଠୋର ୯ ଦିନ ବ୍ୟାପି ଚାଲିଥିବା ଶ୍ରୀରାମ ନବମୀ ଉତ୍ସବ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ବଣିକ ସଂଘ ଆନୁକୂଲ୍ୟେର ଗତ ୨୭ ତାରିଖ ଠାରୁ ଏହା ଆରମ୍ଭ ହୋଇ ଶନିବାର ରାତ୍ରେର ଶେଷ ହୋଇଛି । ବିଭିନ୍ନ ଦିବସେର ଆଧ୍ୟାମିôକ ଓ ସାଂସ୍କୃତିକ କାଯ୍ୟର୍କ୍ରମ ସହ ଶେଷ ଦିବସେର ପାରାୟଣ ଓ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବେର ଅୋୟାଜିତ ସଭାକୁ ପୂଜା କମିଟିର ସଭାପତି କୈଳାଶ ଚନ୍ଦ୍ର ଜେନା ଅଧ୍ୟକ୍ଷତା କରିଥେôଲ । ଏଥେôର ଅତିଥି ଭୋବ କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ, ଶିକ୍ଷାବିତ୍ ତଥା ସାହିତ୍ୟିକ ଭାସ୍କର ଚନ୍ଦ୍ର ପାଢୀ, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇ ଦେଢଶହ ବର୍ଷ ଧରି ରାମ ନବମୀ ଅୋୟାଜନ ସଂପୃକ୍ତ ଅଚଂଳକୁ ଆଧ୍ୟାତ୍ମିକତୋର ବାନ୍ଧି ରଖିଛି ବୋଲି କହିଥେôଲ । ଏହି ଅବସରେର ବଦାନ୍ୟ ଓ ପ୍ରତିଭାଧର ବ୍ୟକ୍ତି କୃଷ୍ଣ ଚନ୍ଦ୍ର ଦାସ, ମଦନ ମୋହନ ପ୍ରଧାନ, ମାନସ ପାତ୍ର, ଗୟାଧର ସେଠୀ, ସୁବାଷ ସାହୁଙ୍କୁ ସମ୍ବଦ୍ଧର୍ନା ଦିଆଯାଇଥିଲା । ଉପ-ସଭାପତି ଉମାକାନ୍ତ ଦେ, ସମ୍ପାଦକ ମେନାଜ କୁମାର ମହାପାତ୍ର, କୋଷାଧ୍ୟକ୍ଷ ପ୍ରେମାଦ ଖଟୁଆ, ଶ୍ରୀନିବାସ ଲେଙ୍କା, ବାଇଧର ଜେନା,ବରିଷ୍ଠ ନାଗରିକ ମଂଚର ଭାଗବତ ସୂତାର, ସୂର୍ଯ୍ୟମଣି ସାମଲ,କୁଳମଣି ଜେନା, ବିକାଶ ରାଉତ, ଖେଗଶ୍ୱର ବାରିକ, ବିଦ୍ୟାଧର ଜେନା, ସେନ୍ତାଷ ସାହୁ, ନିତ୍ୟାନନ୍ଦ ମହାକୁଡ, ପୂଣ୍ଣର୍ଚନ୍ଦ୍ର ସାମଲ, ବିଜୟ େପେରଇ, ସେୁରନ୍ଦ୍ର ନାଥ ସ୍ୱାଇଁଁ ଓ ହାପି କ୍ଲବର ସତ୍ୟବ୍ରତ ଜେନାଙ୍କ ସେମତ ସଭ୍ୟ ମୋନ ସହେଯାଗ କରିଥେôଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.