Home ଜିଲ୍ଲା ପରିକ୍ରମା ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ୭୭ତମ ଗଣତନ୍ତ୍ର ଦିବସ

ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ୭୭ତମ ଗଣତନ୍ତ୍ର ଦିବସ

12

ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ, ଭଦ୍ରକ ଠାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ଆୟୋଜିତ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଦେଶଭକ୍ତି, ଏକତା ଓ ସମ୍ବିଧାନ ପ୍ରତି ଅତୁଟ ନିଷ୍ଠାର ଅପୂର୍ବ ପ୍ରତିଫଳନ ଦେଖାଯାଇଥିଲା। ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଟାଉନ ସଭାପତି ଏମ.ଡି. ଜକାଉଲ୍ଲା, ପୂର୍ବତନ ଭଦ୍ରକ ବ୍ଲକ ଉପାଦ୍ଧକ୍ଷା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତ୍ସ୍ନା ମଞ୍ଜରୀ ରାଉତ, ବରିଷ୍ଠ ଅଧିବକ୍ତା ପୱନ୍ କୁମାର ଶର୍ମା, ତାହେର ମହମ୍ମଦ ଙ୍କ ସହିତ ଭଦ୍ରକ ପୌରପାଳିକାର ପାରିଷଦ ଦିଲ୍ଲୀପ ନାୟକ, ଅଞ୍ଜନ ଜେନା, ସାହିଦ ଖାନ, ପାରିଷଦଙ୍କ ପ୍ରତିନିଧି ପଙ୍କଜ ବଳ, ବରିଷ୍ଠ ନେତୃମଣ୍ଡଳୀ ଆୟୁବ ଖାନ, ରଘୁନାଥ ପଣ୍ଡା, ସେକ ଅନିସୁଦ୍ଧିନ, ବାବୁଲା ରାଉତ, ଶରତ ମହାନ୍ତି, ସୁରେଶ ଶର୍ମା, ଗୋପାଳକୃଷ୍ଣ ଦାସ, ଶ୍ରୀ ମନୋରଞ୍ଜନ ଖୁଣ୍ଟିଆ, ଶ୍ରୀ ଶୁଭେନ୍ଦୁ ବିଶ୍ୱାଳ, ମୁସ୍ତାକିମ୍ ଖାନ, ମେହେବୁବ ଖାନ, ଶ୍ରୀ ବାବୁଲା ଜେନା, ଶ୍ରୀ ରବି ରାଉତ, ଶ୍ରୀ ମୁରଲୀ ପୋଥାଳ, ସେକ ଫାରୁଖ, ଶ୍ରୀ ଦେବେନ୍ଦ୍ର ନାଥ ମାହାଣ, ଶ୍ରୀ ନରହରୀ ଜେନା, ଶ୍ରୀ ହେମନ୍ତ ନାୟକ, ଯୁବନେତା ଶ୍ରୀ ବିକାଶ ଶ୍ରେଷ୍ଠା, ଶ୍ରୀ ସୁବ୍ରତ କୁମାର ଦାସ, ଶ୍ରୀ ଜଳେନ୍ଦ୍ର ମହାନ୍ତି, ମହମ୍ମଦ ସରିଫ୍‌, ନାସିରୁଦ୍ଧିନ ଖାନ, ଦେବାଶିଷ ଭାରତୀ, ସେକ କଲିମୁଦ୍ଧିନ, ସେକ ସିରାଜୁ ଓ ବହୁ ବୁଦ୍ଧିଜୀବୀ, କର୍ମୀ ଏବଂ ସମର୍ଥକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗାରିମାମୟ କରିଥିଲେ।ଏବଂ ସମସ୍ତେ ଏକ ସ୍ୱରରେ ଦେଶ ମାତୃକାର ସେବା, ସମ୍ବିଧାନ ର ମର୍ଯ୍ୟାଦା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଅତୁଟ ପ୍ରତିଜ୍ଞା ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.