Home ଜିଲ୍ଲା ପରିକ୍ରମା ସାଧାରଣତନ୍ତ୍ର ଦିବସରେ ଯୋଗ ଦେଲେ ସଂଜୀବ୍ ମଲ୍ଲିକ

ସାଧାରଣତନ୍ତ୍ର ଦିବସରେ ଯୋଗ ଦେଲେ ସଂଜୀବ୍ ମଲ୍ଲିକ

6

ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୭୭ ତମ ସାଧାରଣତନ୍ତ୍ର ଦିବସ ଭଣ୍ଡାରିପୋଖରୀ ବ୍ଲକ ପରିସରରେ ପାଳନ ହୋଇ ଯାଇଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସାଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅତିଥି,ଅଧ୍ୟକ୍ଷା ଓ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.