Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳର ବନ୍ଧୁମିଳନ

ବନ୍ତ ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳର ବନ୍ଧୁମିଳନ

5

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଏହି ବ୍ଲକ୍ ଅଧୀନସ୍ଥ କାଦବରାଙ୍ଗ ଗ୍ରାମପଂଚାୟତ ବେନ୍ତାଳ ଗ୍ରାମୀଣ ବନ୍ୟ ଉଦ୍ୟାନରେ ଏହି ବଂଧୁ ମିଳନ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ରାଜନୈତିକ ଚିନ୍ତାଧାରା ଠାରୁ ଦୂରରେ ରହି ସଭିଏଁ ସ୍ନେହ ଶ୍ରଦ୍ଧା ଭଲପାଇବା ଆପଣା ପଣିଆର ବନ୍ଧନରେ ବାନ୍ଧି ହେବା ସହ ଏକ ସୁନ୍ଦର ସମାଜ ଗଢିତୋଳିବା ପାଇଁ ଯୁବ ଛାତ୍ର ନେତୃତ୍ୱ ମାନେ ନିଜ ନିଜର ଦାଇତ୍ୱ କର୍ତବ୍ୟ କୁ ସଠିକ୍ ଭାବେ ତୁଲାଇବା ପାଇଁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.