Home ଜିଲ୍ଲା ପରିକ୍ରମା ମନମୋହନ ସାମଲଙ୍କ ଆଖଣ୍ଡଳମଣି ଦର୍ଶନ

ମନମୋହନ ସାମଲଙ୍କ ଆଖଣ୍ଡଳମଣି ଦର୍ଶନ

15

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) -ପୁନର୍ବାର ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେବା ପରେ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣି ମନ୍ଦିରରେ ମହାଦେବଙ୍କ ଦିବ୍ୟ ଦର୍ଶନ କରି ପ୍ରଭୁଙ୍କ ପାଦପଦ୍ମରେ ସମଗ୍ର ଓଡ଼ିଶା ବାସୀଙ୍କ ଶାନ୍ତି, ସମୃଦ୍ଧି ଓ ସର୍ବାଙ୍ଗୀନ ମଙ୍ଗଳ ପାଇଁ ଆଶୀର୍ବାଦ ଲାଭ କରିଛନ୍ତି। ଏହି ଆଧ୍ୟାତ୍ମିକ ମୁହୂର୍ତରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.