Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ୨୫ ହଜାର ଚାରା ରୋପଣ

ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ୨୫ ହଜାର ଚାରା ରୋପଣ

10
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ଧାମନଗର ବ୍ଲକ ପକ୍ଷରୁ ୩୧ ପଂଚାୟତ ରେ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ,ବିଦ୍ୟାଳୟ ,ବ୍ୟାଙ୍କ ଓ ବିଭିନ୍ନ ଯୁବକ ସଂଘ ସହଯୋଗ ରେ ବିଭିନ୍ନ ସ୍ଥାନ ରେ ଚାରା ରୋପଣ କରାଯାଇଛି।ଧାମନଗର ବିଡ଼ିଓ ବନବିହାରୀ ଦିନ୍ଧା, ସହକାରି ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ହେମ୍ରମ, ଏପିଓ ପୀୟୁଷ ରାଉତ ବିଭିନ୍ନ ପଂଚାୟତ ଯାଇ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ। ଦୋବଲ ପଂଚାୟତ ପକ୍ଷରୁ ଧରମ ପଡିଆ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟ କ୍ରମରେ ଚାରା ରୋପଣ କରା ଯାଇଥିଲା।ସରପଂଚ ଅଶୋକ କୁମାର ପଣ୍ଡା,ସମିତି ସଭ୍ୟା ରୁନି ଲତା ସାହୁ, ଏ ଡି ଓ ମନୋଜ ଦାସ,ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁଦତ ପଣ୍ଡା ପ୍ରମୁଖ ଉପସ୍ଥିତି ରେ ଚାରା ରୋପଣ କରା ଯାଇ ଥିଲା ସେହିପରି ଖଡ଼ିପଦା ପଂଚାୟତ ପକ୍ଷରୁ ପଂଚାୟତ ଅଫିସ ନିକଟସ୍ତ ପଡିଆ ଓ ରାସ୍ତା କଡ଼ରେ ଚାରା ରୋପଣ କରା ଯାଇଥିଲା। ପଂଚାୟତ ପକ୍ଷରୁ ମଧ୍ୟ ଚାରା ବଂଟନ କରା ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.