Home ଜିଲ୍ଲା ପରିକ୍ରମା ବ୍ରାଉନ ସୁଗାର ବେପାରକୁ ବିରୋଧ କରି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ

ବ୍ରାଉନ ସୁଗାର ବେପାରକୁ ବିରୋଧ କରି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ

11

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରାଉନ ସୁଗାର ବେପାରକୁ ବିରୋଧ କରି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ପରେ ତାଙ୍କୁ ଉଦ୍ଧାର କରି ଗୁରୁତ୍ୱର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତ କରିଛର୍ନ୍ତି କରିଛନ୍ତି।ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚରମ୍ପା ବରାଳପୋଖରୀ ଅଞ୍ଚଳରେ ।ବସବାସ କରୁଥିବା ଟିକି ନାୟକ ଓ ତାଙ୍କ ମାମୁଁ ମାଧ କାହାଳି ପୂର୍ବରୁ ଏହାକୁ ବିରୋଧ କରିଥିଲେି।ସେ ରାଜ୍ୟ ବାହାରେ ରହୁଥିଲେ। କିଛି ଦିନ ତଳେ ନିଜ ଗାଁ ବରାଳପୋଖରୀ କୁ ଆସିଥିବା ବେଳେ ପୂର୍ବ ଶତ୍ରୁତା ରଖିଥିବା ବ୍ରାଉନ ସୁଗାର ବେପାରୀ ମାନେ ସଙ୍ଘବଦ୍ଧ ହୋଇ ଟିକି ନାୟକକୁ ଆକ୍ରମଣ କରିଥିଲେ।ଏହି ଆକ୍ରମରେ ଟିକି ଗୁରୁତ୍ୱର ଭାବେ ଆହତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।ଏହି ଘଟଣାରେ ଟାଉନ ଥାନା ପକ୍ଷରୁ ଦୁଇ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ନେଇ ଟାଉନ ଥାନା ଅଧିକାରୀ ପକ୍ଷରୁ ସୂଚନା ମିଳିଛ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.