Home ଜିଲ୍ଲା ପରିକ୍ରମା ସମ୍ଭାବନା ସାହିତ୍ୟ ସଂସଦର କବିତା ଆସର

ସମ୍ଭାବନା ସାହିତ୍ୟ ସଂସଦର କବିତା ଆସର

13

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବନା ସାହିତ୍ୟ ସଂସଦର ୪ର୍ଥ ଶେଷ ରବିବାର ଭିନ୍ନ ସ୍ୱାଦର କବିତା ଆସର କବିତା କର୍ମଶାଳା ଯୁବକବି ଓ ଗୀତିକାର ସମ୍ଭାବନା ର ସମ୍ପାଦକ ଋତୁରାଜ ଅକ୍ଷୟ ଙ୍କ ଦ୍ୱାରା ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି ଆସରରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଦୁଇ ଯୁବ କବୟିତ୍ରୀ ସୁଶ୍ରୀ ବିଳାସିନୀ ମହୁରୀ ଓ ଶ୍ରଦ୍ଧା ଞ୍ଜଳୀ ମିଶ୍ର। ଉଦଘାଟକଭାବେ ଇଂରାଜୀ ପ୍ର,ଡ଼, ଗୋଲକ ବିହାରୀ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥିଭାବେ ଇଂରାଜି ପ୍ର,ଡ଼, ବାସୁଦେବ ବାରିକ ଯୋଗଦେଇଥିଲେ। ସଭାପତିତ୍ୱ କରିଥିଲେ ଉତରଓଡ଼ିଶା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟତ୍ରକ ନାଟ୍ୟଗୌରବ ପ୍ର, ଡ଼,ଅଟଳ ବିହାରୀ ନାୟକ।ପ୍ରେମ ପୃଥିବୀର ସମ୍ପାଦକ କୈଳାଶ ପଣ୍ଡା, ପ୍ର.କୈଳାଶ ଜେନା,ଆମ ସମସ୍ତ ଙ୍କର ପ୍ରିୟ ସମ୍ଭାବନାର କଳାସମ୍ପାଦକ ଚୂଡ଼ାମଣି ଦାସ ଉପସ୍ଥିତ ଥିଲେ।କବିତା ଗୁଡିକୁ ସମୀକ୍ଷା କରିଥିଲେ ଇଂରାଜି ପ୍ରାଧ୍ୟାପକକବି କିଶୋରପାଣିଗ୍ରାହୀ, କବିତା ସଂଯୋଜନା କରିଥିଲେ କବି ସୁକାନ୍ତ ବେହେରାଓ ରମାକାନ୍ତ ଜେନା କବିତା ଅସାରକୁ ସହଯୋଗକରିଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ଜେନା, ଯୁବ କବୟିତ୍ରୀ ଦମୟନ୍ତୀ ରାଉତ ଓ ଶ୍ରଦ୍ଧାଞ୍ଜଳି ମିଶ୍ର।କବିତା ପାଠ କରିଥିଲେ ହାଟଡିହି କେନ୍ଦୁଝରରୁ ଆସିଥିବା ଅତିଥି କବି ମୁରଲୀ ବେହେରା, ଚତୃର୍ଭୁଜ ପହି, ନାରାୟଣ ସାହୁ, ହେମନ୍ତ ନାୟକ, ଅନନ୍ତ ନାରାୟଣ ମୁଦୁଲି, ବିଶ୍ୱଜିତ ସାହୁ।ନୀଳିମା ପଣ୍ଡା, ତିହିଡିର ଯୁବ କବି ସୁବ୍ରତ ମିଶ୍ର, କବୟିତ୍ରୀ କୃତୀଦୀପା କର, ସରୋଜିନୀ ନାୟକ, ଗୀତାଞ୍ଜଳି ଅଗସ୍ତି, ଅନିଶା ରଣା,ରାଜକିଶୋର ରାୟ,, ମୁକୁନ୍ଦ ଦେବ ନାୟକ, ଏଭି ରାଖାଲ ଚନ୍ଦ୍ର ସ୍ୱାଇଁ, ବୈକୁଣ୍ଠ ନାଥ ଓଝା, ପ୍ରମୋଦ ଅଗସ୍ତି,ଚର୍ଚ୍ଚିକା ମହାପାତ୍ର, ନିର୍ମଳ ରାଉତ, ରାଗନ୍ନାଥ ରାଉତ ଭରତ ଦାସ ମାର୍କୋଣା,ମୁସ୍ତାକ ଗହ୍ୱର, ଅବଦୁଲ ଦୟାନ, ଅରୂପାନନ୍ଦ ନାୟକ, ସୁମିତ୍ରା ପାଣି, ପ୍ରୀତିଲତା ପଣ୍ଡା, ବାବୁଲାଲ ଦାସ ଶଶାଙ୍କ ଶେଖର ପଣ୍ଡା, ମାନସ ପଣ୍ଡା, ସାବିତ୍ରୀ ବାନାର୍ଜୀ, ରମେଶ ଦାସ, ମନରଞ୍ଜନ ଦାସ, ନାରାୟଣ ଚନ୍ଦ୍ର ଲେଙ୍କା (ବନ୍ତ )ବିପ୍ଳବ ହୋତା। ସମ୍ଭାବନା ଶ୍ରେଷ୍ଠ କବିତା ସମ୍ମାନ କବି ରାମକୃଷ୍ଣ ରାଉତ, କୈଳାଶ ଦାସ ଙ୍କୁ ପ୍ରଦାନ କରାଯିବା ସହିତ ବିଚିତ୍ରା ନନ୍ଦ ଜେନା, ଶ୍ରଦ୍ଧାଞ୍ଜଳି ମିଶ୍ର ପ୍ରମୁଖଙ୍କୁ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.