Home ଜିଲ୍ଲା ପରିକ୍ରମା ୭ ବରିଷ୍ଠ କଂଗ୍ରେସ ନେତା ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ

୭ ବରିଷ୍ଠ କଂଗ୍ରେସ ନେତା ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ

119

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଦେଶ କଂଗ୍ରେସ ସଭାପତିଙ୍କ ଅନୁୁମୋଦନ କ୍ରମେ ଆଜି ଦଳରୁ ୭ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଏ ସମ୍ପର୍କରେ ଏକ ପ୍ରେସ ବିବୃତ୍ତି ଜରିଆରେ ଜଣାଇଛନ୍ତି । ସଂପୃକ୍ତ ନେତାମାନେ ହେଲେ ୧୩ ନମ୍ବର ୱାର୍ଡ଼ର ପ୍ରାକ୍ତନ କାଉନସିଲର ଅତୁଲ୍ୟ ନାୟକ, ୨୭ ନମ୍ବର ୱାର୍ଡ଼ର ପ୍ରାକ୍ତନ କାଉନସିଲର ସେକ ସମଦାନୀ, ୨୪ନମ୍ବର ୱାର୍ଡ଼ର ପ୍ରାକ୍ତନ କାଉନସିଲର ଦିଲ୍ଲୀପ ନାୟକ, ୪ନମ୍ବର ୱାର୍ଡ଼ର ପ୍ରାକ୍ତନ କାଉନସିଲର ଉର୍ମିଳା ଚୌଧୁରୀ, ୨ନମ୍ବର ୱାର୍ଡ଼ର ପ୍ରାକ୍ତନ କାଉନସିଲର କାମେଶ ପରିଡ଼ା, ୧୮ ନମ୍ବର ୱାର୍ଡ଼ର ସେକ୍ ନଇମ(ସେବାଦଳ) ଏବଂ ପ୍ରାକ୍ତନ ରାଜ୍ୟ ସଂପାଦକ ଗେଲଟୁଆ ପଞ୍ଚାୟତର ଦେବରୂପ ମହାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.