Home ଓଡ଼ିଶା ନୂତନ ଦାୟୀତ୍ୱ ଘୋଷଣା : ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଦାୟୀତ୍ୱ ପ୍ରଦାନ ଓଡ଼ିଶାଜିଲ୍ଲା ପରିକ୍ରମାମାଲକାନଗିରି ନୂତନ ଦାୟୀତ୍ୱ ଘୋଷଣା : ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଦାୟୀତ୍ୱ ପ୍ରଦାନ By Bureau - October 18, 2021 72 0 0 0 0ଭୁବନେଶ୍ୱର ୧୮/୧୦ (ଓଡ଼ିଆ ପୁଅ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି। Tweet 0 0 0 0