ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨୩୩୫ କୁ ବୃଦ୍ଧି ପାଇଛି।
ଅନୁଗୁଳ ଜିଲ୍ଲାରୁ ୨ ଜଣ
ବୌଦ୍ଧ ଜିଲ୍ଲାରୁ ୩ ଜଣ
ଗଜପତି ଜିଲ୍ଲାରୁ ୧ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ,
କୋରାପୁଟ ଜିଲ୍ଲାରୁ ୩ ଜଣ ,
ନୂଆପଡ଼ା ଜିଲ୍ଲାରୁ ୩ ଜଣ ,
ପୁରୀ ଜିଲ୍ଲାରୁ ୧ ଜଣ ,
ରାୟଗଡ଼ା ଜିଲ୍ଲାରୁ ୩ ଜଣ ,
ଏବଂ
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଙ୍କର ମୃତ୍ୟୁ ହୋଇଛି।
ରାଜ୍ୟରେ ଗତ ୨୪ ଘଂଟାରେ ୧୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂତନ ସକରାତ୍ମକ ମାମଲା: ୧୦୭୫୭
କ୍ୱାରେଣ୍ଟିନରୁ: ୬୦୨୪
ସ୍ଥାନୀୟ ସମ୍ପର୍କ: ୪୭୩୩
ଜିଲ୍ଲା ୱାରୀ ମାମଲା:
୧ – ଅନୁଗୁଳ: ୬୦୬
୨ – ବାଲେଶ୍ୱର: ୩୫୪
୩ – ବରଗଡ: ୪୦୪
୪ – ଭଦ୍ରକ: ୪୪୩
୫ – ବଲାଙ୍ଗୀର: ୫୦୭
୬ – ବୌଦ୍ଧ: ୧୩୩
୭ – କଟକ: ୯୭୩
୮ – ଦେବଗଡ଼: ୧୦୨
୯ – ଢେଙ୍କାନାଳ: ୨୮୯
୧୦ – ଗଜପତି: ୧୪୧
୧୧ – ଗଞ୍ଜାମ: ୨୦୯
୧୨ – ଜଗାଟସିଂହପୁର: ୨୧୯
୧୩ – ଯାଜପୁର: ୨୮୧
୧୪ – ଝାରସୁଗୁଡା: ୩୮୮
୧୫ – କଳାହାଣ୍ଡି: ୧୨୫
୧୬ – କନ୍ଧମାଳ: ୮୭
୧୭ – କେନ୍ଦ୍ରାପଡା: ୧୪୮
୧୮ – କେନ୍ଦୁଝର: ୨୦୮
୧୯ – ଖୋର୍ଦ୍ଧା: ୯୦୯
୨୦ – କୋରାପୁଟ: ୨୮୨
୨୧ – ମାଲକାନଗିରି: ୧୨୩
୨୨ – ମୟୂରଭଞ୍ଜ: ୪୫୪
୨୩ – ନୱାରଙ୍ଗପୁର: ୩୮୬
୨୪ – ନୟାଗଡ଼: ୨୨୭
୨୫ – ନୁଆପଡା: ୫୦୨
୨୬ – ପୁରୀ: ୩୫୦
୨୭ – ରାୟଗଡ଼ା: ୧୩୬
୨୮ – ସମ୍ବଲପୁର: ୪୯୪
୨୯ – ସୋନପୁର: ୨୪୫
୩୦ – ସୁନ୍ଦରଗଡ: ୮୩୨
୩୧ – ରାଜ୍ୟ ପୁଲ୍: ୨୦୦
ନୂତନ ଆରୋଗ୍ୟ: ୧୨୦୭୭
ସଂଗୃହିତ ପରୀକ୍ଷଣ: ୧୦୯୪୧୧୯୨
ସକରାତ୍ମକ: ୬୨୨୯୮୧
ମୋଟ ଆରୋଗ୍ୟ : ୫୧୪୫୩୨
ସକ୍ରିୟ ମାମଲା: ୧୦୬୦୬୧