Home Top News ରାଜସ୍ଥାନର ବିକାନୀରରେ ୪.୩ ତୀବ୍ରତାର ଭୂମିକମ୍ପ Top Newsଓଡ଼ିଶାଜାତୀୟ ରାଜସ୍ଥାନର ବିକାନୀରରେ ୪.୩ ତୀବ୍ରତାର ଭୂମିକମ୍ପ By Bureau - February 12, 2021 144 Total2 0 1 0 1ନୂଆ ଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) ରାଜସ୍ଥାନର ବିକାନୀରରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସକାଳ ୮ ଟା ୧ ମିନିଟରେ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍ଲେଲ ରେ ଏହାର ତୀବ୍ରତା ୪.୩ ଥିଲା ବୋଲି ଜଣାପଡ଼ିଛି। କୌଣସି କ୍ଷତିର ଖବର ଏ ପର୍ଯ୍ୟନ୍ତ ଆସିନାହିଁ। Tweet Total2 0 1 0 1