ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୨୨୯୪ କୁ ବୃଦ୍ଧି ପାଇଛି।
– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୩୧୧
– ନୂଆ ଆକ୍ରାନ୍ତ – ୨୨୪୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୩୯୦
– ସ୍ଥାନୀୟ ଅଞ୍ଚଳରୁ୮୫୪
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୫
୨- ବାଲେଶ୍ୱର ଜିଲ୍ଲାରୁ – ୧୪୨
୩- ବରଗଡ଼ ଜିଲ୍ଲାରୁ – ୩୫
୪- ଭଦ୍ରକ ଜିଲ୍ଲାରୁ – ୧୦୪
୫- ବଲାଙ୍ଗୀର ଜିଲ୍ଲାରୁ – ୩୭
୬- ବୌଦ୍ଦ ଜିଲ୍ଲାରୁ – ୪୯
୭- କଟକ ଜିଲ୍ଲାରୁ – ୧୯୪
୮- ଢେଙ୍କାନାଳ ଜିଲ୍ଲାରୁ – ୧୮
୯- ଗଜପତି ଜିଲ୍ଲାରୁ – ୬
୧୦- ଗଞ୍ଜାମ ଜିଲ୍ଲାରୁ – ୨୪୩
୧୧- ଜଗତସିଂହପୁର ଜିଲ୍ଲାରୁ – ୧୬
୧୨- ଯାଜପୁର ଜିଲ୍ଲାରୁ – ୯୮
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୧୨
୧୪- କଳାହାଣ୍ଡି ଜିଲ୍ଲାରୁ – ୬୭
୧୫- କନ୍ଧମାଳ ଜିଲ୍ଲାରୁ – ୧୨୧
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୭
୧୭- କେନ୍ଦୁଝର ଜିଲ୍ଲାରୁ – ୧୩
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୩୧୧
୧୯- କୋରାପୁଟ ଜିଲ୍ଲାରୁ – ୯୪
୨୦- ମାଲକାନଗିରି : ୯୮
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୯୧
୨୨- ନବରଙ୍ଗପୁର ଜିଲ୍ଲାରେ: ୨୧
୨୩- ନୟାଗଡ଼ ଜିଲ୍ଲାରୁ – ୧୩
୨୪- ନୂଆପଡ଼ା ଜିଲ୍ଲାରୁ – ୯
୨୫- ପୁରୀ ଜିଲ୍ଲାରୁ – ୬୮
୨୬- ରାୟଗଡ଼ା ଜିଲ୍ଲାରୁ – ୧୬୦
୨୭- ସମ୍ବଲପୁର ଜିଲ୍ଲାରୁ – ୩୫
୨୮- ସୋନପୁର ଜିଲ୍ଲାରୁ – ୧୧
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୩୬
– ନୂଆ ସୁସ୍ଥ ହୋଇଥିଲେ୧୫୫୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୫୮୯୨୯
– ମୋଟ ଆକ୍ରାନ୍ତ ୬୨୨୯୪
– ମୋଟ ସୁସ୍ଥ ହେଲେଣି ୪୨୨୭୬
– ସକ୍ରୀୟ ଆକ୍ରାନ୍ତ – ୧୯୬୧୨