Home Coronavirus Outbreak ଗତ ୨୪ ଘଣ୍ଟାରେ ୨୨, ୨୫୨ ନୂଆ ଆକ୍ରାନ୍ତ, ୪୬୭ ମୃତ୍ୟୁ – ମୋଟ ମୃତ୍ୟୁ...

ଗତ ୨୪ ଘଣ୍ଟାରେ ୨୨, ୨୫୨ ନୂଆ ଆକ୍ରାନ୍ତ, ୪୬୭ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୨୦, ୧୬୦ ବୃଦ୍ଧି

115

ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୬୭ ମୃତ୍ୟୁ ଏବଂ ୨୨, ୨୫୨ ନୂତନ କରୋନାଭାଇରସ୍ ମାମଲା ରିପୋର୍ଟ ହୋଇଛି। ଭାରତର କୋଭିଡ-19, ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୭.୧୯ ଲକ୍ଷରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦, ୧୬୦ ରେ ପହଞ୍ଚିଛି। ଭାରତରେ ବର୍ତ୍ତମାନ ୨, ୫୯, ୫୫୭ ସକ୍ରିୟ କରୋନାଭାଇରସ୍ ମାମଲା ଥିବାବେଳେ ୪, ୩୯, ୯୪୮ ଆରୋଗ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.