Home ଓଡ଼ିଶା ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଏକ ଟିମ୍ ଶ୍ରୀମନ୍ଦିରରେ ହେଉଥିବା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି

ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଏକ ଟିମ୍ ଶ୍ରୀମନ୍ଦିରରେ ହେଉଥିବା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି

149

ପୁରୀ, ୩୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀଜଗନ୍ନାଥ ମନ୍ଦିରରେ ଏଏସଆଇର ଏକ ଟିମ୍ ଏଏସଆଇ ସୁପରି ଟେଣ୍ଡେଟଂ ଅରୁଣ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି ଟିମ୍ ଶ୍ରୀମନ୍ଦିରରେ ହେଉଥିବା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି। ବିଶେଷକରି ସ୍ନାନମଣ୍ଡପ, ନାଟମଣ୍ଡପ ଓ ଜଗମୋହନ କାର୍ଯ୍ୟର ଅନୁଧ୍ୟାନ କରିଥିଲା। ଟିମ୍ ସ୍ନାନମଣ୍ଡପରେ ୬୦ରୁ ଅଧିକ ପଥର ପରିବର୍ତ୍ତନ କରାଯାଇଛି। ଏଏସଆଇ ପକ୍ଷରୁ ଶ୍ରୀମନ୍ଦିରରେ ହେଉଥିବା ମରାମତି କାର୍ଯ୍ୟ ଜାରି ରହିବ ବୋଲି ଏଏସଆଇ ସୁପରିଟେଣ୍ଡେଟଂ କରିଛନ୍ତି। ତେବେ ପ୍ରତ୍ୟେକ ବର୍ଷଭଳି ରଥଯାତ୍ରା ପରେ ଯେଭଳି କାର୍ଯ୍ୟ କରାଯାଏ ଓ ସ୍ଥିତି ଅନୁଧ୍ୟାନ କରାଯାଏ ସେ ନେଇ କାର୍ଯ୍ୟ ଜାରି ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.