ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମାଜିକ ସୁରକ୍ଷା ଯୋଜନାରେ ଜିଲ୍ଲାରେ ବିଭିନ୍ନ ଭତ୍ତା ପାଉଥିବା ୧୯୫୪୨୨ ଜଣଙ୍କୁ ଆଗାମୀ ୪ ମାସ ପାଇଁ ଚଳିତ ମାସ ୨୩ ଓ ୨୪ ତାରିଖରେ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଚ୍ଥି ବୋଲି ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି । ତେଣୁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ବା ବିଧବା ହିତାଧିକାରୀ ଆଉ ବାରମ୍ୱାର ଭତ୍ତା ନେବାପାଇଁ ଆସିବେ ନାହିଁ, ଅଥଚ ଗହଳିକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଶ୍ରୀ ଦାସ କହିଚ୍ଥନ୍ତି ।