Home ଓଡ଼ିଶା କୋରୋନା ସତର୍କତା ; ସରକାରଙ୍କ ନିର୍ଦ୍ଦେକୁ ମାନୁନାହିଁ କୋରାଇ ପ୍ରଶାସନ

କୋରୋନା ସତର୍କତା ; ସରକାରଙ୍କ ନିର୍ଦ୍ଦେକୁ ମାନୁନାହିଁ କୋରାଇ ପ୍ରଶାସନ

217

ଯାଜପୁର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନାରେ ଆକ୍ରାନ୍ତ ନହେବାକୁ ସରକାର ବିଭିନ୍ନ ପ୍ରକାର ସତର୍କତା ପହକ୍ଷେପ ନେଇ ପ୍ରଚାର ଚଳାଉଥିବା ଦେଖିବାକୁ ମିଳିଛି । ହେଲେ ଉକ୍ତ ସତର୍କତାକୁ କୋରାଇର ବ୍ଲକ୍ ପ୍ରଶାସନ ପାଳନ କରୁନଥିବା ଅଭିଯୋଗ ହୋଇଛି । କୋରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କ ଘରେ ଖାଦ୍ୟ ଦିଆଯିବାକୁ ସରକାର ନିର୍ଦ୍ଦେଶ ଦିଆଯାଇଛି। ତେଣୁ ୩ବର୍ଷରୁ ୬ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଘରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଶୁଖିଲା ରାସନ ପହଞ୍ଚାଇବେ ବେଲି ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ କାର‌୍ୟକାରୀ ନକରି ଅଙ୍ଗନବାଡ କର୍ମି ଓ ସହାୟିକା ମାନେ ମନମୁଖୀ କାଯ୍ୟଁ କରିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ କୋରଇ ବ୍ଲକ୍ ର ଅମୃତିଆ ଗ୍ରା:ପ: ର ,୧-ନଂମ୍ବର ୱାର୍ଡ ବଢେଇ ଜଳନ୍ଦା ଓ ବ୍ଲକ୍ ର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ କୋରାଇ ବ୍ଲକ୍‌ରେ ଥିବା ଅଙ୍ଗନବାଡ କେନ୍ଦ୍ର ମାନଙ୍ଗରେ ନିମ୍ନମାନର ପିଲାଙ୍କ ଖାଦ୍ୟ ଦିଆଯାଉଥିବା ପ୍ରଶାସନ ହାତରେ ଧରା ପଡିଥିବା ବେଳେ ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପଢୁଥିବା ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟ ଠିକ୍ ଭାବେ ଦିଆନଯିବାକୁ ନେଇ ଅସନ୍ତୋଷ ଦେଖାହେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.