Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ୭ମ କରୋନା ସନ୍ଦିଗ୍ଧ, ଘରେ ପର୍ଯ୍ୟବେକ୍ଷଣରେ ରହିବାକୁ ଡାକ୍ତରଙ୍କ ପରାମର୍ଶ

କେନ୍ଦ୍ରାପଡାରେ ୭ମ କରୋନା ସନ୍ଦିଗ୍ଧ, ଘରେ ପର୍ଯ୍ୟବେକ୍ଷଣରେ ରହିବାକୁ ଡାକ୍ତରଙ୍କ ପରାମର୍ଶ

611

କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୭ଜଣ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେବାକୁ ଆସିଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି। ରାଜ୍ୟ ବାହାରୁ ନିକଟରେ ଘରକୁ ଫେରିଥିବା ଜିଲ୍ଲାର ବିଭିନ୍ନ ବ୍ଲକ ଅଚଂଳରୁ ଏହି ସନ୍ଦିଗ୍ଧ କରୋନା ଭୂତାଣୁ ରୋଗୀମାନେ ଆସିଥିବା ବେଳେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ନିଜ ଘର ଭିତରେ ପର୍ଯ୍ୟବେକ୍ଷଣରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.