Home କେନ୍ଦ୍ରାପଡ଼ା ମାଙ୍କଡ ଧକ୍କାରେ ଛାତରୁ ଖସି ପଡିଲେ ମହିଳା

ମାଙ୍କଡ ଧକ୍କାରେ ଛାତରୁ ଖସି ପଡିଲେ ମହିଳା

467

କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାର ବିଭିନ୍ନ ଅଚଂଳରେ ଗତ କିଛି ଦିନ ହେବ ମାଙ୍କଡଙ୍କ ଦୌରାତ୍ମ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟକ୍ତିବିଶେଷ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଆସୁଛି। ସୋମବାର ସକାଳେ ଡେରାବିଶ ବ୍ଲକ ଅନ୍ତର୍ଗତ କୋସିଦା ( ଖମଳ) ଗ୍ରମର ବୈଜୟନ୍ତୀ ମଲ୍ଲିକ ଘର ଛାତ ଉପରେ କାମ କରୁଥିବା ସମୟରେ ଏକ ମାଙ୍କଡ ତାଙ୍କୁ ପଛପଟୁ ଧକ୍କା ଦେବାରୁ ସେ ଛାତ ଉପରୁ ତଳକୁ ଖସି ି ପଡିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.