Home ଓଡ଼ିଶା କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ଗଣେଶ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗରେ ମାମଲା ରୁଜୁ

କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ଗଣେଶ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗରେ ମାମଲା ରୁଜୁ

663

ମୁମ୍ବାଇ ୫-୨ (ଓଡ଼ିଆ ପୁଅ) ଜଣେ ସିନିୟର ବ୍ୟାକଗ୍ରାଉଣ୍ଡ ଡ୍ୟାନସରଙ୍କ ଦ୍ୱାରା ମଙ୍ଗଳବାରଦିନ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଦ୍ୱିତୀୟ ଅଭିଯୋଗ ଲଗାଯାଇଛି। ଯେତେବେଳେ ସେ ରାଷ୍ଟ୍ରୀୟ ମହିଳା ଆୟୋଗ (NCW) ସହ ସଂପର୍କ କରିଥିଲେ ଏବଂ କହିଥିଲେ କି ୯୦ ଦଶକରେ ଗଣେଶ ତାଙ୍କର ଯୌନ ଶୋଷଣ କରିଥିଲେ। ସେ ଅଭିଯୋଗର ଗୋଟିଏ ସପ୍ତାହ ପରେ ଆଉ ଜଣେ ଆସିଷ୍ଟଣ୍ଟ ବ୍ୟାକଗ୍ରାଉଣ୍ଡ ଡ୍ୟାନସର ତାଙ୍କ ବିରୁଦ୍ଧରେ କଥିତ ଯୌନ ଉତ୍ପୀଡ଼ନ ପାଇଁ ପ୍ରାଥମିକ ରିପୋର୍ଟ ଲେଖାଇଛନ୍ତି।

ଅବଶ୍ୟ, ଗଣେଶ ଏହି ଦୁଇଟି ଦାବିକୁ ମନାକରିଛନ୍ତି, ଏକ ରିପୋର୍ଟ ଅନୁସାରେ ପ୍ରଥମ ଅଭିଯୋଗ କରାଯାଇଛିଯେ, “ଏହା ମୋ ସହିତ ତିନି ଦଶକ ପୂର୍ବରୁ ହୋଇଥିଲା। ମୋର ବିବାହ ହୋଇସାରିଛି ଏବଂ ମୋର ସନ୍ତାନ ଅଛନ୍ତି, କିନ୍ତୁ ସେହି ଘଟଣାଭୁଲି ହେଉନାହିଁ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.