Home ଓଡ଼ିଶା କେଜ୍ରୀୱାଲଙ୍କୁ ଆତଙ୍କବାଦୀ କହିବାରୁ ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ଲାଗିଲା ପ୍ରତିବନ୍ଧ

କେଜ୍ରୀୱାଲଙ୍କୁ ଆତଙ୍କବାଦୀ କହିବାରୁ ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ଲାଗିଲା ପ୍ରତିବନ୍ଧ

760

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ନିର୍ବାଚନ ଆୟୋଗ ପ୍ରତିବନ୍ଧ ଲଗାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲଙ୍କୁ ଆତଙ୍କବାଦୀ ବୋଲି କହିଥିଲେ, ପରବେଶ।

ଏହି କାରଣରୁ ପରବେଶଙ୍କ ଉପରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ପ୍ରତିବନ୍ଧ ଲଗାଇଛନ୍ତି ନିର୍ବାଚନ କମିଶନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.