ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) -ଏନସିଆରରେ ମଦର ଡାଇରୀ, ଦୁଗ୍ଧର ଦର ବଢ଼ାଇବାକୁ ନିଷ୍ପତି ନେଇଛି। କମ୍ପାନୀ ୩ ଟଙ୍କା ପର୍ଯ୍ୟନ୍ତ ପ୍ରତି ଲିଟର ଦୁଗ୍ଧର ଦରରେ ବୃଦ୍ଧି କରିଛି। ନୂଆ ଦର ଆସନ୍ତା କାଲିଠାରୁ ଲାଗୁ ହେବ।
ସୂଚନାଯୋଗ୍ୟଯେ, ଦିଲ୍ଲୀ ଏବଂ ଏନସିଆରରେ ମଦର ଡାଇରୀ ଦୁଗ୍ଧର ଚାହିଦା ସବୁଠାରୁ ଅଧିକ।