Home ଓଡ଼ିଶା ଦିଲ୍ଲୀରେ ପୁଣି ବଢ଼ିଲା ଦୁଗ୍ଧ ଦର

ଦିଲ୍ଲୀରେ ପୁଣି ବଢ଼ିଲା ଦୁଗ୍ଧ ଦର

660

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) -ଏନସିଆରରେ ମଦର ଡାଇରୀ, ଦୁଗ୍ଧର ଦର ବଢ଼ାଇବାକୁ ନିଷ୍ପତି ନେଇଛି। କମ୍ପାନୀ ୩ ଟଙ୍କା ପର୍ଯ୍ୟନ୍ତ ପ୍ରତି ଲିଟର ଦୁଗ୍ଧର ଦରରେ ବୃଦ୍ଧି କରିଛି। ନୂଆ ଦର ଆସନ୍ତା କାଲିଠାରୁ ଲାଗୁ ହେବ।

ସୂଚନାଯୋଗ୍ୟଯେ, ଦିଲ୍ଲୀ ଏବଂ ଏନସିଆରରେ ମଦର ଡାଇରୀ ଦୁଗ୍ଧର ଚାହିଦା ସବୁଠାରୁ ଅଧିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.