Home ଓଡ଼ିଶା ରାଜ୍ୟରେ ଧାନର ଅଭାବି ବିକ୍ରିକୁ ନେଇ ଗୃହରେ ହଟ୍ଟଗୋଳ : ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବି

ରାଜ୍ୟରେ ଧାନର ଅଭାବି ବିକ୍ରିକୁ ନେଇ ଗୃହରେ ହଟ୍ଟଗୋଳ : ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବି

124

ଭୁବନେଶ୍ୱର ୧୮-୧୧ (ଓଡ଼ିଆ ପୁଅ) ଓଡ଼ିଶାରେ ଧାନର ଅବାବି ବିକ୍ରି ଏବଂ ଅବ୍ୟବସ୍ଥା ନେଇ କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚଷ୍ପତି। ଅପର ପଟେ ବିଧାନସଭା ଗୃହକୁ ବିରୋଧୀ ବିଜେପି ଆସି ନାହିଁ।

ଅପର ପକ୍ଷରେ ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ଖାଦ୍ୟ ଏବଂ ଯୋଗାଁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତିଯେ, ’ଏହା ସ୍ୱଚ୍ଛ ଓ ନିର୍ମଳ ବ୍ୟବସ୍ଥା ଏବଂ ଏଥିରେ ଆଧାର ଲିଙ୍କ ହୋଇଛି। ୧୨ଲକ୍ଷ ଚାଷୀଙ୍କ ପଞ୍ଜିକରଣ ହୋଇଛି। କାହାକୁ ଏଥିରେ ବାଛବିଚାର ଦୁଏନାହିଁ। ଏହା ଦ୍ୱାରା ପ୍ରକୃତ ଚାଷୀଙ୍କୁ ସୁବିଧା ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.