Home ଅପରାଧ ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତିକୁ ଅପମାନ

ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତିକୁ ଅପମାନ

170

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ୟୁନିଭରସିଟି (ଜେଏନୟୁ) ପରିସରରେ ପ୍ରଶାସନିକ ବ୍ଲକ ପାଖରେ ସ୍ଥାପନ କରାଯାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ପାଖରେ କେତେକ ଦୁର୍ବୁତ୍ତ ଭଗବା ଜଲେଗା (ଗେରୁଆ ଜଳିବ) ଲେଖିବା ସହ ବିଜେପି ବାବଦରେ ଅତ୍ୟନ୍ତ ଅଭଦ୍ର ଭାଷା ଲେଖିଛନ୍ତି।ମୂର୍ତ୍ତିଟି ଏଇ ନିକଟରେ ଉନ୍ମୋଚନ ହେବାର ଥିଲା।ସୂଚନାଯୋଗ୍ୟ ଯେ ଫିସ୍ ବଢ଼ିବାକୁ ନେଇ ଜେଏନୟୁରେ କେତେକ ଛାତ୍ର ସଙ୍ଗଠନ କିଛିଦିନ ହେଲା ବିରୋଧ ପ୍ରଦର୍ଶନ କରିଆସୁଛନ୍ତି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.