ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ କହିଛନ୍ତି ସେ କେବେ ସେକ୍ସ କମେଡ଼ି କରିବେ ନାହିଁ।କାହିଁକି ନାଁ ଏଥିରେ ମହିଳା ମାନଙ୍କୁ ଭୁଲ ଭାବରେ ଉପସ୍ଥାନ କରାଯାଉଛି।ଦର୍ଶକଙ୍କୁ ହସାଇବା ପାଇଁ ମହିଳାଙ୍କୁ ନେଇ ଜୋକ୍ କରିବା,ସେକ୍ସୁଆଲ୍ ସଙ୍କେତ ଦେବା ମନୋରଞ୍ଜନ ନୁହେଁ।ଏ’ପର୍ଯ୍ୟନ୍ତ ମୁଁ ଯେଉଁ ସେକ୍ସ କମେଡ଼ି ଦେଖିଛି, ମତେ ତାହା ମଜାଦାର ଲାଗିନାହିଁ ବୋଲି କହିଛନ୍ତି ତାପସୀ ପନ୍ନୁ।ତାପସୀ ପନ୍ନୁଙ୍କ ଅଭିନୀତ “ସାଣ୍ଢ କି ଆଁଖ” ଏବେ ରିଲିଜ ହୋଇଛି।-ଦେବଦତ୍ତ ରଥ