Home ଓଡ଼ିଶା ହୁତୁ ହୁତୁ ହୋଇ ଜଳିଲା ଅଟୋ

ହୁତୁ ହୁତୁ ହୋଇ ଜଳିଲା ଅଟୋ

176

ବାରଙ୍ଗ, ୦୨/୧୧, (ଓଡିଆ ପୁଅ ପି ନାୟକ): ଆଜି ପଟିଆ ନିକଟରେ ଏକ ଅଟୋରେ ହଠାତ ନିଆଁ ଲାଗି ପୋଡି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରାୟ ୧୦ ଟା ସମୟରେ ପଟିଆ ନିକଟରେ ରାସ୍ତାରେ ଥିବା ଏକ ଅଟୋରେ ହଠାତ ନିଆଁ ଲାଗିଯାଇଥିଲା। ତା ପରେ ଏହାକୁ ଦେଖି ସମସ୍ତେ ବାହାରକୁ ଚାଲି ଆସିଥିଲେ। ତା ପରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ପାରି ନଥିଲେ। ପରେ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆହତ୍ତ କରିଥିଲେ। ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଡ୍ରାଇଭର ଅଳ୍ପ ମାତ୍ରାରେ ଆହତ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.