Home ଓଡ଼ିଶା ଏବେ ଗ୍ରାମାଞ୍ଚଳରେ ହେବ ଟ୍ୟାପ ବ୍ୟବସ୍ଥା

ଏବେ ଗ୍ରାମାଞ୍ଚଳରେ ହେବ ଟ୍ୟାପ ବ୍ୟବସ୍ଥା

268

ଭୁବନେଶ୍ୱର,୨୨/୧୦: ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକଙ୍କ ଘରେ ପାଣି ଟ୍ୟାପ୍‍ ଲାଗିବ । ଯାହା ଫଳରେ ଲୋକଙ୍କୁ ଆଉ ଘର ବାହାରକୁ ଆସି ନଳକୂପ କିମ୍ବା ରାସ୍ତାକଡରେ ଥିବା ଟ୍ୟାପ୍‍ରୁ ପାଣି ସଂଗ୍ରହ କରିବାକୁ ପଡିବ ନାହିଁ । ଜଳଯୋଗାଣ ପାଇପ୍‍ ସେମାନଙ୍କ ଘର ଭିତରେ ଲାଗିବ । ରାଜ୍ୟ ସରକାରଙ୍କ ଏହି ବହୁ ଆଙ୍କାକ୍ଷିତ ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଜିଲ୍ଲା ସ୍ତରରେ ଗ୍ରାମାଞ୍ଚଳ ଜଳ ଯୋଗାଣର କି ସ୍ଥିତି ରହିଛି ଚଳିତମାସ ଶେଷ ସୁଦ୍ଧା ସେ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ପ୍ରଦାନ ଲାଗି ଯନ୍ତ୍ରୀମାନଙ୍କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.