Home ଓଡ଼ିଶା ଆଜି ନାମାଙ୍କନ ଭରିଲେ ରୀତା ସାହୁ ଓ ଦିଲ୍ଲୀପ ପଣ୍ଡା

ଆଜି ନାମାଙ୍କନ ଭରିଲେ ରୀତା ସାହୁ ଓ ଦିଲ୍ଲୀପ ପଣ୍ଡା

112

ଭୁବନେଶ୍ଵର,୩୦/୦୯,(ଓଡ଼ିଆ ପୁଅ ପି ନାଏକ): କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ପଦ୍ମପୁରର ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଭରିସାରିଥିବାବେଳେ ବିରାଟ ସମର୍ଥକଙ୍କ ସହ ବିଜେଡିର ରୀତା ସାହୁ ମଧ୍ୟ ନାମାଙ୍କନ ପତ୍ର ଭରିସାରିଛନ୍ତି । ସେହିପରି ବିଜେପିରୁ ସନତ ଗଡ଼ତିଆ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ।ଏଥିପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରି ସାରିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୧ ତାରିଖରେ ମତଦାନ ହେବ ଓ ୨୪ ତାରିଖରେ ଭୋଟ ଗଣତି ହେବ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.