ଜାମ୍ମୁକାଶ୍ମୀର, ୩୧ା୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): କିଛି ଦିନ ପୂର୍ବରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି।
ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଏବେ ୪ ଅଗଷ୍ଟ ଯାଏଁ ସ୍ଥଗିତ ରହିଛି ଅମରନାଥ ଯାତ୍ରା। ତେବେ ପ୍ରବଳ ବର୍ଷା ଯୋଗୁଁ ଜମ୍ମୁରେ ତୀର୍ଥଯାତ୍ରୀମାନେ ଆଗକୁ ଯାଇପାରୁ ନଥିବା ସୂଚନା ମିଳିଛି।