Home ଆନ୍ତର୍ଜାତୀୟ ୩୬ ଟି ବିପଦପୂର୍ଣ୍ଣ ଆପ୍ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗୁଲ ଆପଣବି କରିଦିଅନ୍ତୁ ଡିଲିଟ

୩୬ ଟି ବିପଦପୂର୍ଣ୍ଣ ଆପ୍ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗୁଲ ଆପଣବି କରିଦିଅନ୍ତୁ ଡିଲିଟ

162

ନୂଆ ଦିଲ୍ଲୀ ୨୬-୧୦ (ଓଡ଼ିଆ ପୁଅ) ଜୁଲାଇରୁ ଅକ୍ଟୋବର ମଧ୍ୟରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ୩୬ ଟି ଆପ୍ ହଟାଇଛି। ଯଦି ଆପଣ ଏପର୍ଯ୍ୟନ୍ତ ହଟାଇ ନାହାଁନ୍ତି ତେବେ ତୁରନ୍ତ ହଟାଇ ଦିଅନ୍ତୁ।
ପ୍ଲେ ଷ୍ଟୋର ନୀତି ଉଲ୍ଲଂଘନ କରୁଥିବା କିମ୍ବା ମାଲୱେୟାର ଦ୍ୱାରା ସଂକ୍ରମିତ ହୋଇଥିବା, ବିଶେଷକରି ଜୋକର ମାଲୱେୟାର ଦ୍ୱାରା ସଂକ୍ରମିତ ଆପ ଗୁଡ଼ିକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇବା ଆରମ୍ଭ କରିଛି।

ଜୋକର୍ ପ୍ରଥମେ ଜୁଲାଇରେ ପ୍ଲେ ଷ୍ଟୋରରେ ୧୧ ଟି ଆପ୍ ସଂକ୍ରମିତ କରିଥିଲା, ଏବଂ ସେପ୍ଟେମ୍ବରର ପ୍ରଥମାର୍ଦ୍ଧରେ ଆଉ ୬ ଟି ଆପ୍। ତା’ପରେ ଆହୁରି ୧୭ ଟି ଆପ୍ ସଂକ୍ରମିତ ହୋଇଛନ୍ତି ଅକ୍ଟୋବର ପ୍ରାରମ୍ଭରେ। ଏବେ ଗୁଗୁଲ ପ୍ଲେ ଷ୍ଟୋରରୁ ଏଗୁଡ଼ିକୁ ହଟାଇ ଦେଇଛି।

ନିକଟରେ ପ୍ଲେ ଷ୍ଟୋରରୁ ପିଲାମାନଙ୍କ ପାଇଁ ତିନୋଟି ଆପ୍ ହଟାଇଛି ଗୁଗୁଲ ଯାହାକି ଶିଶୁମାନଙ୍କର କାର୍ଟୁନ ଆପ୍।

Princess Salon, Number Coloring and Cats & Cosplay ଯାହାକି ୨ କୋଟିରୁ ଅଧିକ ଡାଉନଲୋଡ୍ ଥିଲା ଏହି ଆପ୍ କୁ ଗୁଗୁଲ ପ୍ଲେଷ୍ଟୋରରୁ ହଟାଇଦେଇଛି। ଗୁଗୁଲର ତଥ୍ୟ ସଂଗ୍ରହ ନୀତି ଉଲ୍ଲଂଘନ କରି ଏବଂ ବ୍ୟବହାରକାରୀଙ୍କ ଆଣ୍ଡ୍ରଏଡ୍ ID ଏବଂ AAID (ଆଣ୍ଡ୍ରଏଡ୍ ବିଜ୍ଞାପନ ID) ନମ୍ବରକୁ ପ୍ରବେଶ କରିଥିବାରୁ ଗୁଗୁଲ ଏହାକୁ ହଟାଇଛି।

୩୬ ଟି ଆପ୍ ଯାହାକି ଗୁଗୁଲ ପ୍ଲେ ଷ୍ଚୋରରୁ ହଟାଇଛି ତାହାର ତାଲିକା

Princess Salon
Number Coloring
Cats & Cosplay
All Good PDF Scanner
Mint Leaf Message-Your Private Message
Unique Keyboard – Fancy Fonts & Free Emoticons
Tangram App Lock
Direct Messenger
Private SMS
One Sentence Translator – Multifunctional Translator
Style Photo Collage
Meticulous Scanner
Desire Translate
Talent Photo Editor – Blur focus
Care Message
Part Message
Paper Doc Scanner
Blue Scanner
Hummingbird PDF Converter – Photo to PDF
All Good PDF Scanner
com.imagecompress.android
com.relax.relaxation.androidsms
com.file.recovefiles
com.training.memorygame
Push Message- Texting & SMS
Fingertip GameBox
com.contact.withme.texts
com.cheery.message.sendsms (two different instances)
com.LPlocker.lockapps
Safety AppLock
Emoji Wallpaper
com.hmvoice.friendsms
com.peason.lovinglovemessage
com.remindme.alram
Convenient Scanner 2
Separate Doc Scanner

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.