Home Top News ସାଳନ୍ଦୀ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ସଲିଳ ସମାଧି

ସାଳନ୍ଦୀ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ସଲିଳ ସମାଧି

125

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ସାଳନ୍ଦୀ ନଦୀରେ ବୁଡ଼ି ତିନି ଜଣ +୨ ଶ୍ରେଣୀରେ ପାଠ ପଢ଼ୁଥିବା ଯୁବକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ଘର ହରିପୁର ପଞ୍ଚାୟତ ଅନ୍ତର୍ଗତ ଲାଙ୍ଗୁଡ଼ି ଗ୍ରାମର ବୋଲି ଜଣାପଡ଼ିଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.