Home Top News ରାଜ୍ୟରେ ଆଜି ୨୦୬ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ୨୦୬ କରୋନା ଆକ୍ରାନ୍ତ

42

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୮୭ ଜଣ ଚିହ୍ନଟ ହୋଇଛନ୍ତି।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୨୭
୨- ବାଲେଶ୍ୱର ଜିଲ୍ଲାରୁ – ୨
୩- ବରଗଡ଼ ଜିଲ୍ଲାରୁ – ୧୬
୪- ଭଦ୍ରକ ଜିଲ୍ଲାରୁ – ୨
୫- ବଲାଙ୍ଗୀର ଜିଲ୍ଲାରୁ – ୨୬
୬- ବୌଦ୍ଦ ଜିଲ୍ଲାରୁ – ୨
୭- କଟକ ଜିଲ୍ଲାରୁ – ୬
୮- ଦେବଗଡ଼ ଜିଲ୍ଲାରୁ – ୧
୯- ଢେଙ୍କାନାଳ ଜିଲ୍ଲାରୁ – ୧
୧୦- ଗଜପତି ଜିଲ୍ଲାରୁ – ୫
୧୧- ଗଞ୍ଜାମ ଜିଲ୍ଲାରୁ – ୩
୧୨- ଯାଜପୁର ଜିଲ୍ଲାରୁ – ୧୦
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୯
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୫- କେନ୍ଦୁଝର ଜିଲ୍ଲାରୁ – ୭
୧୬- ଖୋର୍ଦ୍ଧା ଜିଲ୍ଲାରୁ : ୧୮
୧୭- ମୟୁରଭଞ୍ଜ ଜିଲ୍ଲାରୁ – ୮
୧୮- ନୂଆପଡ଼ା ଜିଲ୍ଲାରୁ – ୬
୧୯- ପୁରୀ ଜିଲ୍ଲାରୁ – ୪
୨୦- ରାୟଗଡ଼ା ଜିଲ୍ଲାରୁ – ୧
୨୧- ସମ୍ବଲପୁର ଜିଲ୍ଲାରୁ – ୧୬
୨୨- ସୋନପୁର ଜିଲ୍ଲାରୁ – ୩
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୨୬
୨୪- State Pool: ୩
– ନୂଆ ସୁସ୍ଥ ହୋଇଥିଲେ ୨୪୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୭୧୪୦୩୩୯
– ମୋଟ ଆକ୍ରାନ୍ତ ୩୩୧୬୦୨
– ମୋଟ ସୁସ୍ଥ ହେଲେଣି ୩୨୭୫୩୪
– ସକ୍ରୀୟ ଆକ୍ରାନ୍ତ – ୨୧୨୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.