Home 2020

Yearly Archives: 2020

ରାଜ୍ୟରେ ଏବେ ବଢିବ ତାପମାତ୍ରା ; ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। କେବଳ ରାତିର ନୁହେଁ ଦିନର...

ରାସ୍ତା ନଥିବାରୁ ଗର୍ଭବତୀ ବୁହାହେଲେ ଖଟିଆରେ ଓ ପ୍ରସବ କଲେ ନଦୀ ପାଖରେ

ବାଲିଗୁଡା ୧୬/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) - କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ କୁଟିକିଆ ପଂଚାୟତର ଗାଙ୍ଗରି ଗାଁ ଜଣେ ଗର୍ଭବତୀ ମହିଳା ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇ...

ମୋଟର ସାଇକଲ ଯାଞ୍ଚରେ ଧରା ପଡ଼ିଲେ ବାଇକ ଚୋର

ବାଲିଗୁଡା,୧୫/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ଠାରେ ପରିବହନ ଓ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ ତରଫରୁ ଶୁକ୍ରବାର ଗାଡ଼ି କାଗଜ ପତ୍ର ଯାଞ୍ଚ ସମୟରେ ଧରା ପଡ଼ିଛନ୍ତି ଏକ ବାଇକ...

ଗଞ୍ଜେଇ ଭର୍ତ୍ତି କାର ଜବତ : ଡ୍ରାଇଭର ଫେରାର

ବାଲିଗୁଡା, ୧୪/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ପୋଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ଏକ ସୁଇଫ୍ଟ ଡ଼ିଜାର କାର ନଂ.WB- ୦୬A ୮୬୨୩ କୁ ତନଖିବା ସମୟରେ ଘଟଣା...

ଦୁଇ ଫେରାର ଅଭିଯୁକ୍ତ ଗିରଫ

ବାଲିଗୁଡା, ୧୫/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ୨୦୦୩ ମସିହାରୁ ଏକ ଚୋରି ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଦାରିଙ୍ଗବାଡ଼ି ପୋଲିସ...

୨୯ଲିଟର ମଦ ଜବତ: ୨ ଗିରଫ

ବାଲିଗୁଡା,୧୬/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ମାହାଡାଗାଣାଡା ଅଞ୍ଚଳରେ ଶୁକ୍ରବାର ଚଢ଼ାଉ କରି ୨୯ ଲିଟର...

ଗଦଡ଼ି ନିକଟରେ କାର୍‌ଦୁର୍ଘଟଣା: ୪ ଗୁରୁତର, କାର୍‌ରୁ ମିଳିଲା ମୟୁର ମୃତଦେହ

ବାଲିଗୁଡା, ୧୪/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଗଦଡ଼ି ନିକଟରେ ଶୁକ୍ରବାର ଏକ କାର୍‌ଦୁର୍ଘଟଣା ଘଟିଥିଲା। ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ...

ଆମ ଗାଁ ଆମ ବିକାଶ ଯୋଜନା:କାମ କରି ମିଳୁନି ଟଙ୍କା:ଦାଦନ ଖଟିବାକୁ ସଜବାଜ

ବାଲିଗୁଡା, ୧୬/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ...

ଅଙ୍ଗନୱାଡ଼ିକୁ ଆସୁଥିବା ଚାଉଳ ହେର ଫେର ଅଭିଯୋଗ:ଗୋଦାମ ରୁ ସିଧା କେନ୍ଦ୍ରକୁ ନ ଯାଇ ବେସରକାରୀ ଗୋଦାମକୁ ଯାଉଛି…

ବାଲିଗୁଡା, ୧୬/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମା ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଦେଉଥିବା ବେଳେ ବିଭିନ୍ନ ସମୟରେ ନିମ୍ନ ମାନର ଖାଦ୍ୟ ଦିଆ...

ବ୍ରାହ୍ମଣୀଗାଁରେ ଚାଲିଛି ବାବା ମୁକ୍ତେଶ୍ୱର ମନ୍ଦିର ନିର୍ମାଣ: ସରକାରଙ୍କ ଅନୁଦାନ ପରେ ଶ୍ରମଦାନ କଲେ ଗ୍ରାମବାସୀ

ବାଲିଗୁଡା, ୧୬/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁରେ ବାବା ମୁକ୍ତେଶ୍ୱର ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ମହୁ ମାଛି ବସା ଯୋଗୁଁ ସାଧରଣ ଜନତା ପ୍ରଭାବିତ

ବାଲିଗୁଡା, ୧୬/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଥିବା କେତେକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବିଭିନ୍ନ ଗଛରେ ବର୍ଷ ବର୍ଷ ଧରି ମହୁ ମାଛି ମାନେ ବସାକରି ରହିବା...

ବାଲିଗୁଡା ରେ ଏକ ବୀରଳ ପକ୍ଷୀ ଉଦ୍ଧାର

ବାଲିଗୁଡା, ୧୬/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନର ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ବଡ଼ ଧରଣର ବିରଳ ପକ୍ଷୀ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ପକ୍ଷୀକୁ କୁକୁର ଗୋଡ଼ାଉ ଥିବା...

ବିପଦସଙ୍କୁଳ ବଙ୍ଗରଦୁଆ ଘାଟି, ଧସୁଛି ଅତଡ଼ା

ବାଲିଗୁଡା, ୧୬/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ବଙ୍ଗରଦୁଆ ଘାଟି ଏବେ...

ଏପରି ମିଳୁଛି ମଧ୍ୟାହ୍ନ ଭୋଜନ; ସୁଷମ ଖାଦ୍ୟ ବଦଳରେ ପିଲା ଖାଉଛନ୍ତି ଖାଲି ଭାତ

ବାଲିଗୁଡା, ୧୫/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) “କ’ଣ ଖାଉଛୁ?” ଏହି ପ୍ରଶ୍ନର ଉତ୍ତରରେ ଗୋଟିଏ କୁନି ଝିଅ କହିଲା ଭାତ ଆଉ ଶାଗ। ହେଲେ ଶାଗ କାହିଁ ଦେଖାଇବାକୁ କହିଲାରୁ ପିଲାଟି...

ବାଲିଗୁଡା ନଗର ବିଜେପିର ସାଧାରଣ ବୈଠକ

ବାଲିଗୁଡା, ୧୫/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) - ବାଲିଗୁଡା ନଗର ବିଜେପିର ଏକ ସାଧାରଣ ବୈଠକ ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ନଗର ବିଜେପିର ସଭାପତି ଦିବାକର ସାହୁଙ୍କ ନେତଋତ୍ୱରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା ଘଟଣା: ଫେଲ୍‌ମାରିଲା ଚାପ, ବନ୍ଧା ହେଲେ ଏସଓଜି ଯବାନ

କନ୍ଧମାଳ, ୧୫/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଏସଓଜି ଯବାନ ଦେବରାଜ କର୍ଣ୍ଣଙ୍କୁ ଶେଷରେ ପୁଲିସ ବାନ୍ଧିଛି। ମନ୍ତ୍ରୀ...

ବାଲିଗୁଡାର ଉପାନ୍ତ ଅଞ୍ଚଳରେ ମାତିଛନ୍ତି ଛତିଶଗଡର ନକଲି ଡାକ୍ତର: ଚିକିତ୍ସା ନାଁରେ ଆଦିବାସୀଙ୍କ ଜୀବନ ସହ ଖେଳ

ବାଲିଗୁଡା,୧୬/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧୁସିତ ଅଞ୍ଚଳରେ ମାତିଛନ୍ତି ଛତିଶଗଡର ନକଲି ଡାକ୍ତର। ଚିକିତ୍ସା ନାମରେ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଡାକ୍ତରୀ ପାଠ ପଢିଥିବାର କୌଣସି...

Bigg Boss Season 13 Winner: ସିଦ୍ଧାର୍ଥ ଶୁକ୍ଲା ହେଲେ ବିଗ ବସ ୧୩ ୱିନର, ଦ୍ୱିତୀୟ ନମ୍ବରରେ...

0
ନୂଆ ଦିଲ୍ଲୀ ୧୬-୨ (ଓଡ଼ିଆ ପୁଅ) : ସଲମାନ ଖାନ ବିଗ ବସ ୱିନର (Bigg Boss Season 13 Winner) ର ନାମ ଘୋଷଣା କରିଛନ୍ତି। ପ୍ରତିଦ୍ୱନ୍ଦିତାରେ ସିଦ୍ଧାର୍ଥ ଶୁକ୍ଲା ଏବଂ...

ପୌରପରିଷଦ ଡ୍ରେନରେ ଖସିପଡି ଯୁବକର ମୃତ୍ୟୁ

ମାଲକାନଗିରି,୧୫ା୨(ଓଡିଆ ପୁଅ ) ମାଲକାନଗିରି ପୌରପରିଷଦର ଡ୍ରେନରେ ଖସିପଡି ଜଣେଯୁବକର ମୃତ୍ୟୁଘଟିଛି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ହାଇଟେକ କଲୋନିର ସୁଧିର ବସନ୍ତିଆ(୩୫) ନାମକ ଜଣେ ଯୁବକ ଗତ ରାତ୍ରରେ ବଜାର ରୁ...

ଉଚ୍ଚପୁଲିସ ଅଧିକାରୀଙ୍କ ଗସ୍ତପରେ ସ୍ୱାଭିମାନ ଅଚଂଳ ରେ ଲ୍ୟାଣ୍ଡମାଇନ ବିସ୍ପୋରଣ,ଅଳ୍ପକେ ବର୍ତିଲେ ଦୁଇ ଯୁବକ

ମାଲକାନଗିରି,୧୫ା୨(ଓଡିଆ ପୁଅ ) ଭାରତ ସରକାରଙ୍କ ସ୍ୱତନ୍ତ୍ର ସୁରକ୍ଷା ବିଭାଗ ବରିଷ୍ଠ ଉପଦେଷ୍ଠା କେ.ବିଜୟକୁମାର ଓ ଆନ୍ଦ୍ରପ୍ରଦେଶ ଓଡିଶା ର ଉଚ୍ଚପୁଲିସ ଅଧିକାରୀ ଙ୍କ ସହିତ ବିଏସଏଫ ଉଚ୍ଚଅଧିକାରୀ ମାଓଗଡ ସ୍ୱାଭିମାନ ଅଚଂଳ...