Home 2020

Yearly Archives: 2020

ଶ୍ରୀମନ୍ଦିର ଖୋଲିବା ଦାବିରେ ଆଜି ଜନଜାଗରଣ ମଞ୍ଚ ପକ୍ଷରୁ ସିଂହଦ୍ୱାର ସମୁଖରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ, ୦୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଖୋଲିବା ଦାବିରେ ଆଜି ଜନଜାଗରଣ ମଞ୍ଚ ପକ୍ଷରୁ ସିଂହଦ୍ୱାର ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନଲକ ୫ ରେ କେନ୍ଦ୍ର ସରକାର ଦେଵାଦେବୀ ମନ୍ଦିର...

ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ

ପୁରୀ, ୦୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର। ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ। ଚଳିତମାସ ୧୦ରୁ ରିଜର୍ଭେସନ୍‌ଚାର୍ଟର ଏହି ନିୟମ...

ରାଜ୍ୟର ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ଼ରେ ୩ ଲକ୍ଷ ଋଣ ଦେବା ପାଇଁ ଅନୁରୋଧ କଲେ...

0
ଜଗତସିଂହପୁରର ଦୁଗ୍ଧ ଚାଷୀ ଧ୍ରୁବ ଚରଣ ପରିଡାଙ୍କ ଅଭିଯୋଗ ପତ୍ର ଆଧାରରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର - କୌଣସି ବ୍ୟାଙ୍କ୍ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ - ମାମଲାରେ ହସ୍ତକ୍ଷେପ କରି ଚାଷୀଙ୍କ...

ତିର୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ରଘୁନାଥପୁର ବ୍ଲକ ପ୍ରଚାର କମିଟି ଗଠିତ

ଭୁବନେଶ୍ୱର ୮-୧୦ (ଓଡ଼ିଆ ପୁଅ) - ଆଗାମୀ ତିର୍ତୋଲ ବିଧାନସଭା ଉପ ନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିବାପାଇଁ ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ଶ୍ରୀ ଚିରଞ୍ଜିବ ବିଶ୍ୱାଳଙ୍କ ସୁପାରିଶ କ୍ରମେ ପ୍ରଦେଶ...

ପୂର୍ବତନ ମନ୍ତ୍ରୀ କେନ୍ଦ୍ରାପଡାର ବରପୁତ୍ର ସୂର୍ଗତ ଦୀନବନ୍ଧୁ ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦ୍ରାପଡା, ୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡାର ପରପୁତ୍ର, ଓଡିଶାର ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ଆଇନଜୀବି ତଥା ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଗତ ଦୀନବନ୍ଧୁ ସାହୁ କେନ୍ଦ୍ରାପଡା ଜିଲ୍ଲାର ଜଣେ ବିକାଶ...

କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତ ଓଡିଶା ରାଜସ୍ୱସେବା ଅଧିକାରୀଙ୍କୁ ତାଲିମ ପ୍ରଦାନ

କେନ୍ଦ୍ରାପଡା, ୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତ ପଦୋନ୍ନତି ପାଇଥିବା ୧୦ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ତାଲିମ ପ୍ରଦାନ କରାଯାଇଛି। ବୁଧବାର...

ଅନାସ୍ଥା ଭୋଟରେ ହାରିଲେ ନରସିଂହପୁର ସରପଂଚ

କେନ୍ଦ୍ରାପଡା, ୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ନରସିଂହପୁର ପଂଚାୟତର ଅନାସ୍ଥା ଭୋଟରେ ହାରି ନିଜ ପଦ ହରାଇଛନ୍ତି ସରପଂଚ...

ଓଡିଶା ଗାନ୍ଧି ବିଚାର ମଂଚ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, ୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ଗାନ୍ଧି ବିଚାର ମଂଚ ପକ୍ଷରୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଅନିଲ ଚନ୍ଦ୍ର ଜେନାଙ୍କୁ ତାଙ୍କ ବାସଭବନରେ ମଂଚର ଆବାହକ ଜ୍ଞାନ ରଂଜନ ସାମନ୍ତରାୟଙ୍କ...

ଦଳୀୟ କନ୍ଦଳ ପ୍ରଶମିତରେ ସଫଳ ବିଜେଡି ଜିଲ୍ଲା ସଭାପତି, ମହାମିଶ୍ରଣ ପର୍ବରେ ହେଭିୱେଟ୍ ରାଜ୍ୟନେତାଙ୍କ ଯୋଗଦାନ – ବରିଷ୍ଠ...

ବାଲେଶ୍ୱର, ୭ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନକୁ ନେଇ ଜିଲ୍ଲା ବିଜେଡି ସଭାପତିଙ୍କ ସଫଳ ଗୋଟି ଚାଳାନା କ୍ରମଶଃ ସଫଳତା ଅଭିମୁଖେ ଯାଉଥିବା ବେଳେ ଦଳର ରାଜ୍ୟସ୍ତରୀୟ ହେଭିୱେଟ୍ ନେତାଙ୍କ...

ପଦ୍ମ ଧରିଲେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଗୋଷ୍ଠୀ କନ୍ଦଳରେ ମୋହରା ନହେବାକୁ ବିଜେଡି ଛାଡ଼ିଲେ

ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ନ ଉପ-ନିର୍ବାଚନ ସମୟରେ ପ୍ରମୁଖ ରାଜନୈତିକ ଦଳର ନେତା ଓ ଛାମୁଆଙ୍କ ଦଳଡିଆଁ ତୀବ୍ର ହେବାରେ ଲାଗିଛି। ଗୋଟିଏ ଦିନରେ ଆଜି ବିଜେଡି ଛକା ମାରିଥିବା ବେଳେ...

ବାଇକ୍ ପଛରେ ଧକ୍କା ଦେଲା ସ୍କୁଟି, ସ୍କୁଟି ଆରୋହୀ ଗୁରୁତର

ହରିଚନ୍ଦନପୁର,ତା ୮ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବରୋଗୋଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ପଛରେ ଧକ୍କା ଦେଲା ସ୍କୁଟି, ସ୍କୁଟି ଆରୋହୀ ଗୁରୁତର ହୋଇଛନ୍ତି...

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ – ୨୦୨୦ – ପ୍ରତ୍ୟାହାର ଦାବିରେ ମିଳିତ ଛାତ୍ର ବିକ୍ଷୋଭ

0
ଭୁବନେଶ୍ୱର, ୦୭ା୧୦ (ଓଡ଼ିଆ ପୁଅ) : ଗତକାଲି ଓଡ଼ିଶା ବିଧାନସଭାରେ ବିରୋଧି ବିଧାୟକମାନଙ୍କ ପ୍ରବଳ ପ୍ରତିରୋଧ ସତ୍ତ୍ୱେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ କରାଯାଇଛି। ଏହି କଳା ଆଇନ୍ ପ୍ରତ୍ୟାହାର ଦାବିରେ...

ରାଜ୍ୟରେ ୩୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –

0
ଭୁବନେଶ୍ୱର ୮-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୧୪୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୪୪୧୪୨ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୮୨୫ ଜଣ ନୂଆ ଆକ୍ରାନ୍ତ...

ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୮ ଲିଟର ଚୋର ମଦ ଜବତ

କେନ୍ଦ୍ରାପଡା, ୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୮ ଲିଟର ୬୪୦ ମିଲି ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ...

ମାରଣାସ୍ତ୍ରରେ ଆକ୍ରମଣ; ଜଣେ ଆହତ

0
ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ଗ୍ରାମର ସଞ୍ଜିବ ଘଡାଇଙ୍କୁ ପଡୋଶୀ ଗୌରାଙ୍ଗ ଘଡାଇ, ରଞ୍ଜନ ଘଡାଇ, କାର୍ତ୍ତିକ ଘଡାଇ ବୁଧବାର ଅପରାହ୍ନ...

ମହିଳା ମହାସଂଘର ଅନଶନ ପ୍ରତ୍ୟାହୃତ

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ରାମଚନ୍ଦ୍ରପୁର ରାମେଶ୍ୱର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ ଓ ସଂପାଦିକାଙ୍କୁ ଅଗଣତାନ୍ତ୍ରିକ ଭାବେ ପଦବୀରୁ...

ଭାରତୀୟ ମଜଦୁର ସଂଘ ବୈଠକରେ ଧାମରା ବନ୍ଦର ମନାମାନୀରେ ଚାଲୁଥିବା ନେଇ କ୍ଷୋଭ, ଆଗାମୀ ଦିନରେ ସଂପୂର୍ଣ କାର୍ଯ୍ୟବନ୍ଦ...

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦର କର୍ତୁପକ୍ଷଙ୍କ ମନାମାନୀରେ ବଳି ପଡିଛନ୍ତି କାର୍ଯ୍ୟରତ ଶ୍ରମିକ।ଆଗାମୀ ଦିନରେ ଏହି ଶ୍ରମିକ ମାରଣ ନୀତକୁ ସଂପୂର୍ଣ ଭାବରେ ବିରୋଧ...

ମହିଳା ମହାସଂଘ ଦ୍ୱାରା ବେଆଇନ ସିଆର୍‌ପି ଓ ଏମ୍‌ବିକେ ନିଯୁକ୍ତିଙ୍କୁ ବିରୋଧ, ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କଲେ ଏସ୍‌ଏସ୍‌ଜିର...

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକର ଭଗବାନପୁର ପଞ୍ଚୟତରେ ଥିବା ଦ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନେଇ ଗଠିତ ମହିଳା ମହାସଂଘ ସଭାନେତ୍ରୀ ଓ ସମ୍ପାଦିକାଙ୍କ ଦ୍ୱାରା...

ଚୂଡାମଣୀ ବନ୍ଦର ଓ ଉପକୂଳ ବିକାଶ ପାଇଁ ସାଂସଦ ଦାବି ଉଠାଇଲେ

0
ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ଉପକୂବର୍ତ୍ତୀ ଅଞ୍ଚଳର ଆର୍ଥୀକ ବିକାଶ ବାବଦରେ ୭ଟି ଜିଲ୍ଲାର ସାଂସଦମାନଙ୍କ ସହ ଆଜି କେନ୍ଦ୍ର ଜାହାଜ ଚଳାଚଳ, ସାର ଓ...

ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୩ତମ ଶ୍ରାଦ୍ଧବାର୍ଷିକ

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସ୍ୱର୍ଗତ ମହମ୍ମଦ ହନିଫ ଓରଫ୍ ମାଷ୍ଟରଜୀଙ୍କ ୫୩ତମ ଶ୍ରାଦ୍ଧବାର୍ଷିକ ଉତ୍ସବ...