Home Coronavirus Outbreak ରାଜ୍ୟରେ ୩୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ...

ରାଜ୍ୟରେ ୩୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ –

132

ଭୁବନେଶ୍ୱର ୮-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୧୪୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୪୪୧୪୨ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୮୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତକାଲି ସୁସ୍ଥ ହୋଇଥିଲେ ୩୪୫୫, ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୬୧୯୫୦୯ ଜଣ। ମୋଟ ଆକ୍ରାନ୍ତ ୨୪୪୧୪୨ କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ହେଲେଣି ୨୧୩୬୭୨ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୨୯୪୪୩ ଜଣ।

ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୯୭୪କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବାଲେଶ୍ୱର ଜିଲ୍ଲାର -୪ ଜଣ
ଭୁବନେଶ୍ୱରର – ୪ ଜଣ
ଝାସୁଗୁଡା ଜିଲ୍ଲାର – ଜଣେ
କଳାହାଣ୍ଡି ଜିଲ୍ଲାର – ୨ ଜଣ
ମୟୁରଭଞ୍ଜ ଜିଲ୍ଲାର – ୨ଜଣ
ନୟାଗଡ଼ ଜିଲ୍ଲାର – ୨ ଜଣ
ସୁନ୍ଦରଗଡ ଜିଲ୍ଲାର ଜଣେ –

ମୃତକଙ୍କ ବିଷୟରେ  

୧- ବାଲେଶ୍ୱର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୨- ବାଲେଶ୍ୱର ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ବାଲେଶ୍ୱର ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ।
୪- ବାଲେଶ୍ୱର ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫- ଭୁବନେଶ୍ୱରର ଜଣେ ୩୯ ବର୍ଷ ବୟସ୍କ ପୁରୁଷ।
୬- ଭୁବନେଶ୍ୱରର ଜଣେ ୬୧ ବର୍ଷ ବୟସ୍କ ପୁରୁଷ।
୭- ଭୁବନେଶ୍ୱରର ଜଣେ ୮୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୮- ଭୁବନେଶ୍ୱରର ଜଣେ ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୯- ଝାସୁଗୁଡା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ମଧ୍ୟ ମଧୁମେହରେ ପୀଡିତ ଥିଲେ।

୧୦- କଳାହାଣ୍ଡି ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ।
୧୧- କଳାହାଣ୍ଡି ଜିଲ୍ଲାର ୩୦ ବର୍ଷ ବୟସ୍କା ମହିଳା।

୧୨- ମୟୁରଭଞ୍ଜ ଜିଲ୍ଲାର ଜଣେ ୯୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୩- ମୟୁରଭଞ୍ଜ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୪- ନୟାଗଡ଼ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।
୧୫- ନୟାଗଡ଼ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା।

୧୬- ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

ଆଜି ରାଜ୍ୟରେ ୩୧୪୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୨୮

୨- ବାଲେଶ୍ୱର ଜିଲ୍ଲାରୁ –  ୭୨

୩- ବରଗଡ଼ ଜିଲ୍ଲାରୁ –  ୯୪

୪- ଭଦ୍ରକ ଜିଲ୍ଲାରୁ –  ୧୦୧

୫- ବଲାଙ୍ଗୀର ଜିଲ୍ଲାରୁ –  ୮୬

୬- ବୌଦ୍ଦ ଜିଲ୍ଲାରୁ –  ୧

୭- କଟକ ଜିଲ୍ଲାରୁ –  ୨୪୩

୮- ଦେବଗଡ଼ ଜିଲ୍ଲାରୁ –  ୨୪

୯- ଢେଙ୍କାନାଳ ଜିଲ୍ଲାରୁ –  ୭୩

୧୦- ଗଜପତି ଜିଲ୍ଲାରୁ –  ୯

୧୧- ଗଞ୍ଜାମ ଜିଲ୍ଲାରୁ –  ୩୮

୧୨- ଜଗତସିଂହପୁର ଜିଲ୍ଲାରୁ –  ୭୭

୧୩- ଯାଜପୁର ଜିଲ୍ଲାରୁ –  ୧୦୧

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୮୩

୧୫- କଳାହାଣ୍ଡି ଜିଲ୍ଲାରୁ –  ୧୨୪

୧୬- କନ୍ଧମାଳ ଜିଲ୍ଲାରୁ –  ୧୧୬

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୨

୧୮- କେନ୍ଦୁଝର ଜିଲ୍ଲାରୁ –  ୬୩

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୬୨

୨୦- କୋରାପୁଟ ଜିଲ୍ଲାରୁ –  ୩୭

୨୧- ମାଲକାନଗିରି : ୨୮

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୧୫

୨୩- ନବରଙ୍ଗପୁର ଜିଲ୍ଲାରୁ: ୧୦୭

୨୪- ନୟାଗଡ଼ ଜିଲ୍ଲାରୁ –  ୫୮

୨୫- ନୂଆପଡ଼ା ଜିଲ୍ଲାରୁ –  ୧୧୪

୨୬- ପୁରୀ ଜିଲ୍ଲାରୁ –  ୧୨୨

୨୭- ରାୟଗଡ଼ା ଜିଲ୍ଲାରୁ –  ୨୯

୨୮- ସମ୍ବଲପୁର ଜିଲ୍ଲାରୁ –  ୧୩୬

୨୯- ସୋନପୁର ଜିଲ୍ଲାରୁ –  ୮୬

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୦୫

୩୧- State Pool: ୧୩୦

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୫, ୨୦୩ [+୧୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୬୬ [+୧୨୮] ଜଣ ସକ୍ରୀୟ ଅଛନ୍ତି। ୪, ୦୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୮, ୩୫୦ [+୭୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୩ [+୬୮] ଜଣ ସକ୍ରୀୟ ଅଛନ୍ତି। ୭, ୩୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୭ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୭, ୧୭୧ [+୯୪] ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୯ [+୯୪] ଜଣ ସକ୍ରୀୟ ଅଛନ୍ତି। ୬, ୨୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୫, ୭୬୫ [+୧୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୦ [+୧୦୧] ଜଣ ସକ୍ରୀୟ ଅଛନ୍ତି। ୫, ୦୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୫, ୦୬୮ [+୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୮୮୧ [+୮୬] ଜଣ ସକ୍ରୀୟ ଅଛନ୍ତି। ୪, ୧୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲାରେ ୨, ୦୮୩ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬୦ [+୧] ଜଣ ସକ୍ରୀୟ ଅଛନ୍ତି। ୧, ୮୧୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୨୨, ୫୩୨ [+୨୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୫୩୯ [+୨୪୩] ଜଣ ସକ୍ରୀୟ ଅଛନ୍ତି। ୧୯, ୯୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୭୭୯ [+୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୧ [+୨୪] ଜଣ ସକ୍ରୀୟ ଅଛନ୍ତି। ୬୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୪, ୨୩୦ [+୭୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬୬ [+୭୩] ଜଣ ସକ୍ରୀୟ ଅଛନ୍ତି। ୩, ୬୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲାରେ ୩, ୬୭୭ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୮୪ [+୯] ଜଣ ସକ୍ରୀୟ ଅଛନ୍ତି। ୩, ୫୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୨୦, ୫୦୫ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୯ [+୩୮] ଜଣ ସକ୍ରୀୟ ଅଛନ୍ତି। ୨୦, ୦୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୫, ୮୬୭ [+୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭୬ [+୭୭] ଜଣ ସକ୍ରୀୟ ଅଛନ୍ତି। ୫, ୧୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୯, ୨୧୪ [+୧୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୧୯ [+୧୦୧] ଜଣ ସକ୍ରୀୟ ଅଛନ୍ତି। ୮, ୦୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୫, ୧୨୫ [+୮୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୬ [+୮୨] ଜଣ ସକ୍ରୀୟ ଅଛନ୍ତି। ୪, ୫୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୩, ୮୩୯ [+୧୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୪୫ [+୧୨୨] ଜଣ ସକ୍ରୀୟ ଅଛନ୍ତି। ୩, ୦୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୪, ୯୭୨ [+୧୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୨ [+୧୧୬] ଜଣ ସକ୍ରୀୟ ଅଛନ୍ତି। ୪, ୪୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୬, ୦୦୦ [+୮୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୬୧ [+୮୨] ଜଣ ସକ୍ରୀୟ ଅଛନ୍ତି। ୪, ୮୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୪, ୯୮୨ [+୬୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭୬ [+୬୩] ଜଣ ସକ୍ରୀୟ ଅଛନ୍ତି। ୪, ୨୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୪୨, ୨୮୦ [+୫୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୪୯୩ [+୫୫୮] ଜଣ ସକ୍ରୀୟ ଅଛନ୍ତି। ୩୬, ୬୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୯ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୬, ୫୧୩ [+୩୭] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯୭ [+୩୭] ଜଣ ସକ୍ରୀୟ ଅଛନ୍ତି। ୬, ୦୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୪, ୦୨୪ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୪ [+୨୮] ଜଣ ସକ୍ରୀୟ ଅଛନ୍ତି। ୩, ୫୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୯, ୦୨୮ [+୧୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୧୪ [+୧୧୩] ଜଣ ସକ୍ରୀୟ ଅଛନ୍ତି। ୭, ୬୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୪, ୨୧୨ [+୧୦୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୪୦ [+୧୦୭] ଜଣ ସକ୍ରୀୟ ଅଛନ୍ତି। ୩, ୫୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୫, ୨୩୩ [+୫୮] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨୭ [+୫୬] ଜଣ ସକ୍ରୀୟ ଅଛନ୍ତି। ୪, ୬୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୩, ୮୯୦ [+୧୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୩ [+୧୧୪] ଜଣ ସକ୍ରୀୟ ଅଛନ୍ତି। ୩, ୦୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୧୧, ୦୬୩ [+୧୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୩୪ [+୧୨୨] ଜଣ ସକ୍ରୀୟ ଅଛନ୍ତି। ୯, ୫୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୭, ୭୦୪ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୦ [+୨୯] ଜଣ ସକ୍ରୀୟ ଅଛନ୍ତି। ୭, ୪୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୬, ୮୬୪ [+୧୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୧୩ [+୧୩୬] ଜଣ ସକ୍ରୀୟ ଅଛନ୍ତି। ୫, ୭୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୩, ୪୭୬ [+୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୫ [+୮୬] ଜଣ ସକ୍ରୀୟ ଅଛନ୍ତି। ୨, ୯୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୮, ୨୫୩ [+୧୦୫] ଜଣ ସଂକ୍ରମିତ ହୋଇଥିବା ବେଳେ ୮୪୭ [+୧୦୪] ଜଣ ସକ୍ରୀୟ ଅଛନ୍ତି। ୭, ୩୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

State Pool ରେ ୬, ୨୪୦ [+୧୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୯୩ [+୧୩୦] ଜଣ ସକ୍ରୀୟ ଅଛନ୍ତି। ୪, ୬୪୭ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.