Home 2020
Yearly Archives: 2020
ଧାମନଗର ବିଜ୍ଞାପିତ ଅଂଚଳରେ ଠିପି ଖୋଲା ମଦ ଦୋକାନ ନଖୋଲିବା ନେଇ ଜିଲାପାଳଙ୍କୁ ପତ୍ର, ଆନ୍ଦୋଳନ ଚେତାବନୀ
ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାରୁ ଧାମନଗର ବିଜ୍ଞାପିତ ଅଂଚଳରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଏକ ନୂତନ ଠିପିଖୋଲା ମଦ ଦୋକାନ ଖୋଲିବା ବିରୁଦ୍ଧରେ ଆଜି...
କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପଦକୁ ନେଇ ଉପୁଜିଥିବା ବିବାଦର ପୂର୍ଣ୍ଣଛେଦ – ରାଜ୍ୟ ବେସରକାରୀ ଅନୁଦାନପ୍ରାପ୍ତ ସ୍ୱୟଂଶାସିତ...
କେନ୍ଦ୍ରାପଡା, ୧୫/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା ପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ପୂର୍ବତନ...
ବିପ୍ଲବୀ ଅର୍ଜ୍ଜୁନ ଚରଣ ବେହେରାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ଆର୍ଯ୍ୟପୁତ୍ର ଲୋକାର୍ପିତ
କେନ୍ଦ୍ରାପଡା, ୧୫/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଅର୍ଜ୍ଜୁନ ଚରଣ ବେହେରା ସ୍ମୃତି ପରିଷଦ ଆନୁକୁଲ୍ୟରେ ଇଛାପୁର ଯାତ୍ରୀନିବାସ ପରିସରରେ ଗୁରୁବାର ପୂର୍ବାହ୍ନରେ ତାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ “ଆର୍ଯ୍ୟପୁତ୍ର”ର ଲୋକାର୍ପଣ...
ଭଦ୍ରକ : ଅବକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ୩ ମଦ ମାଫିଆ ଗିରଫ
ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅବକାରୀ କର୍ମଚାରୀମାନଙ୍କୁ ମଦ ମାଫିଆଙ୍କ ଆକ୍ରମଣ ଘଟଣାରେ ଭଦ୍ରକ ପୁରୁଣାବଜାର ଥାନା ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି...
ଚିହ୍ନଟ ହେଲେ ନୂଆ ୬୭ ଆକ୍ରାନ୍ତ
ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରୁ ଆଜି ନୂଆ କରୋନା ଆକ୍ରାନ୍ତ ୬୭ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରୁ ମୋଟ ୧ ଲକ୍ଷ ୩୦୪୯ ଜଣଙ୍କ...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ଆତ୍ମାହୁତି ଉଦ୍ୟମ
ବଲାଙ୍ଗୀର, ତା୧୫-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ମିନାପାଲି ଗ୍ରାମର ଜୀବର୍ଦ୍ଧନ ସୁନା ନାମକ ଜଣେ ବ୍ୟକ୍ତି ଜମି ବିବାଦ କୁ ନେଇ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ...
ମା ହିଙ୍ଗୁଳାଙ୍କ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ
ତାଳଚେର,୧୫/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଉପରେ ଚିତ୍ରିତ ଏକ ସ୍ୱତନ୍ତ୍ର ଡାକ ଲଫାପା ସାଉଥ ବଲଣ୍ଡା ସବ୍ ପୋଷ୍ଟ ଅଫିସ ପରିସରରେ ଉନ୍ମୋଚିତ ହୋଇଯାଇଛି ।...
ସ୍ଵାମୀ, ସ୍ତ୍ରୀ ଙ୍କ ଝୁଲନ୍ତା ଶବ ଉଦ୍ଧାର, ଏକ ବର୍ଷ ର ଶିଶୁ ଏବେ ଅସହାୟ
ବଲାଙ୍ଗୀର, ୧୫-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଗଡ଼ିଆଜୋର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଶାଗୁଆନ ଗଛରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ...
ଦୁଇ ଯୁବତୀ ଏକ ସ୍କୁଟିରେ ଆସି ତେଲନଦୀକୁ ଡେଇଁ ପଡିଲେ
ବଲାଙ୍ଗୀର, ୧୫-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ତୁସୁରଏବଂ ଗୁଡଭେଳା ବ୍ଲକ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ରହିଥିବା ତେଲ ନଦୀ ବ୍ରିଜ ଉପରେ ଏକ ଧଳା ରଙ୍ଗ ର...
ସ୍ୱର୍ଗତ ଶରତବାବୁଙ୍କ ରାଷ୍ଟ୍ରୀୟ ସମ୍ମାନ ପରିପେକ୍ଷୀରେ ପ୍ରତାପବାବୁଙ୍କ ମନ୍ତବ୍ୟର ନିରଞ୍ଜନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର, ୧୫/୧୦ (ଓଡ଼ିଆ ପୁଅ) - ଶରତବାବଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସଂପର୍କରେ ମନ୍ତ୍ରୀ ପ୍ରତାପବାବୁ ଆଜି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ମୁଁ ପିଲାଳିଆ ଭାବରେ ମନ୍ତବ୍ୟ ଦେଇଛି। ତାଙ୍କ ଏ ମନ୍ତବ୍ୟ...
ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଦ୍ୟୁତ କାଟ୍ର ଆହ୍ୱାନ
(ଅକ୍ଟୋବର ୨୨ ତାରିଖ ସଂନ୍ଧ୍ୟା ୬ ଟାରେ ସ୍ୱଇଚ୍ଛାରେ ବିଦ୍ୟୁତ୍ ଜାଳିବେ ନାହିଁ)
ଭୁବନେଶ୍ୱର ତା ୧୫-୧୦ (ଓଡ଼ିଆ ପୁଅ) – କରୋନା ମହାମାରୀ ସମୟରେ ସବୁ ବର୍ଗର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି।...
କୃଷି ବିଲ୍କୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ସମାବେଶ
ଖୋର୍ଦ୍ଧା ତା ୧୫-୧୦ (ଓଡ଼ିଆ ପୁଅ) – କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଣିଥିବା କୃଷି ବିଲ ହେଉଛି କୃଷି ମାରଣ ବିଲ୍। ଏହି ବିଲ୍ ପାସ୍ ହେବା ଦ୍ୱାରା ବଡ ବଡ...
ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରନ୍ତୁ ଉଦ୍ୟୋଗ ସମୂହ – ଧର୍ମେନ୍ଦ୍ର ପ୍ରଧାନ
ଆଇସିସିର ‘ଆତ୍ମନିର୍ଭର ଭାରତ’ ଇ-ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
- ବନ୍ଦର ଆଧାରିତ ଅର୍ଥନୀତି ଓଡ଼ିଶା ପାଇଁ ହେବ ଗେମଚେଞ୍ଜର
- ଆତ୍ମଭାରତ ନିର୍ମାଣରେ ଓଡ଼ିଶାର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା
- ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବଦୋୟ ମିଶନର...
କ୍ରମାଗତ ତୃତୀୟ ଦିନ ସୁନା ଓ ରୂପା ମୂଲ୍ୟରେ ବଡ ପରିବର୍ତ୍ତନ, ଆଜିର ଦର ଜାଣନ୍ତୁ
ନୂଆଦିଲ୍ଲୀ ୧୫ ଅକ୍ଟୋବର (ଓଡିଆ ପୁଅ) ଦୀପାବଳି ପୂର୍ବରୁ ସୁନା ଓ ରୂପା ଶସ୍ତା ହେବାକୁ ଲାଗିଛି। ସକାଳେ ଲଗାତାର ତୃତୀୟ ଦିନ ପାଇଁ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ବଜାର ବନ୍ଦ...
ଆମ୍ବଝର ବେରେଣୀ ରେ ବୁଲୁଛି ଦନ୍ତା, ଧାନ ଚାଷୀଙ୍କର ବଢିଲା ଚିନ୍ତା
ନୟାଗଡ/୧୫/୧୦ (ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) - ସାରା ରାଜ୍ୟରେ ହାତୀ ଓ କୃଷକ ମାନଙ୍କ ମଧ୍ୟରେ ସତେ ଯେପରି ଲଢେଇ ଚାଲିଛି । ଜଙ୍ଗଲରେ ହାତୀ ମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଉଛି...
ମୋଦୀଙ୍କର କାର ନାହିଁ କି ଋଣ ନାହିଁ, ଏତିକିଟି ସୁନା ମୁଦି – ବଢ଼ିଛି ସମ୍ପତ୍ତି
ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) ଗତ ବର୍ଷ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଚଳିତ ବର୍ଷ ବୃଦ୍ଧି ପାଇଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରେ ଦାଖଲ କରିଥିବା ସର୍ବଶେଷ...
ଅକ୍ଟୋବର ୧୯ ରେ ପୁଣି ଏକ ଲଘୁଚାପ ସମ୍ବାବନା – ପ୍ରବଳ ବର୍ଷିବ
ଭୁବନେଶ୍ୱର ୧୫-୪ (ଓଡ଼ିଆ ପୁଅ) ଅକ୍ଟୋବର ୧୯ ରେ ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଳରେ ଏକ ନୂତନ ଲଘୁ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ...
ଆଳୁଘାଟି ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବାଇକ୍ ଆରୋହୀଙ୍କ ସହ ୨ ଗୁରୁତର
ହରିଚନ୍ଦନପୁର,ତା ୧୫ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟି ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ଆରୋହୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ । ଖବର...
ତିର୍ତୋଲ ନାବାଳିକା ଗଣଦୁଷ୍କର୍ମ ଘଟଣା, ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ
ଭୁବନେଶ୍ୱର ୧୫-୧୦ (ଓଡ଼ିଆ ପୁଅ) – ତିର୍ତୋଲ ଅଂଚଳର ଜୈନିକା ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ୨୨ ଦିନ କାଳ ବନ୍ଦି କରି ରଖି ଗଣଦୁଷ୍କର୍ମ...
ରାଜ୍ୟରେ ଆଜି ୨୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ ତଥ୍ୟ...
ଭୁବନେଶ୍ୱର ୧୫-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ଆଜି ୨୪୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୨୦୧୧ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା...










