Home 2020
Yearly Archives: 2020
ନୟାଗଡରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ବିଧାୟକଙ୍କ ନିନ୍ଦା
ହାଟଡିହି-୨୪ /୧୨ ନୟାଗଡ ଜିଲ୍ଲାରେ ପରୀ ହତ୍ୟାକାଣ୍ଡ ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କ ଉପରେ ଯେପରି ଆକ୍ରମଣ କରାଗଲା ତାହାକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଦୃଢ଼...
ନାହାଁନ୍ତି ସରକାରୀ ମତ୍ସ୍ୟ ଅଧିକାରୀ , ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ବାଟବଣା
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା । ଉଦ୍ଦେଶ୍ୟ ହେଉଛି ମତ୍ସ୍ୟ ଚାଷକୁ ଉତ୍ସାହିତ...
ନିଆରା ବିବାହ ଉତ୍ସବ , ଭିନ୍ନକ୍ଷମଙ୍କ ସହ ସ୍ମରଣୀୟ ମୁହୂର୍ତ୍ତର ଖୁସି ବାଣ୍ଟିଲେ ଡାକ୍ତର ନବଦମ୍ପତ୍ତି
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପେଷାରେ ଉଭୟ ପୁଅ ଓ ଝିଅ ଡାକ୍ତର । ଜଣଙ୍କର ଘର ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ୨ନମ୍ବର ୱାର୍ଡ଼ର ଚରମ୍ପା ବରାଳପୋଖରୀ...
ରେଲୱେ ଷ୍ଟେସନ ଠାରେ ଶିଶୁ ସୁରକ୍ଷା ସଚେତନତା ସଭା
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ...
କଳାକାର ମହାସଂଘର ଜିଲ୍ଲା ସମାବେଶ ଓ ଜିଲ୍ଲା କମିଟି ଗଠିତ
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀଜଗନ୍ନାଥ କଳାକାର ମହାସଂଘ ଓଡ଼ିଶା ପକ୍ଷରୁ ଭଦ୍ରକ ନୂଆ ବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ଦିନିକିଆ ସମାବେଶ...
ଷ୍ଠିକରିଂ ବିରୋଧରେ ଏତାଲା ଦେଲା ବିଜେପି
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା, ନିର୍ମାଣ ଶ୍ରମିକ ଗୃହରେ ‘ବିଜୁ ପକ୍କାଘର’ ଷ୍ଟିକରିଂକୁ ଠକାମୀ ବୋଲି...
ବିଷ୍ଣୁପୁର ପଞ୍ଚାୟତରେ ପି.ଏ.ୱାଇ. ଗୃହରେ ବିଜୁ ପକ୍କାଘର ଷ୍ଟିକରିଂକୁ ବିରୋଧ
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ, ନିର୍ମାଣ ଶ୍ରମିକ ଗୃହ, ଇନ୍ଦିରା ଆୱାସ ଗୃହରେ ବିଜୁ ପକ୍କାଗୃହ ଷ୍ଟିକରିଂକୁ ଲୋକେ...
ଯାତ୍ରୀବାହୀ ବସରୁ ଜବତ ହେଲା ଗଞ୍ଜେଇ, ଦୁଇ ଗିରଫ
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୬ ନଂ ଜାତୀୟ ରାଜପଥର ବାରିକପୁର ଛକ ନିକଟରେ ଗୁରୁବାର ଏକ ବାରିପଦା ଅଭିମୁଖି ଯାତ୍ରୀବାହୀ ବସରୁ ଦଶ କିଲୋ ଗଞ୍ଜେଇ...
ରାଜ୍ୟ ସରକାର ଚଞ୍ଚକତା ଅଭ୍ୟାସ ପରିହାର କରନ୍ତୁ – ବିଷ୍ଣୁ ସେଠୀ , ବିଜୁ ପକ୍କାଘର ଯୋଜନା ପ୍ରଚାର...
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ରରେ ଥିବା ବିଜେପି ସରକାର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁମୁଖୀ ଜନକଲ୍ୟାଣ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ...
ବିଜୁ ଛାତ୍ର ଜନତାଦଳର ରାଜ୍ୟ କାର୍ଯ୍ୟକାରିଣୀ
ହାଟଡିହି-୨୪ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଭାଟିଆପଡିଆ ଠାରେ ବିଜୁ ଛାତ୍ର ଜନତାଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫେରନ୍ସ ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ...
ଆଦାନୀ ଫାଉଣ୍ଡେସନ ପକ୍ଷରୁ ଜାତୀୟ କୃଷକ ଦିବସ ପାଳିତ
ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣାଶୁଣା କୃଷକ ନେତା ତଥା ବିଭିନ୍ନ ସଂସ୍କାରମୂଳକ କୃଷକ ବିଲ୍ ପ୍ରଣୟନକାରୀ ଭାରତର ପଂଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମବାର୍ଷିକୀ...
ଜାମିତିରାରେ ସମ୍ବାଦ ସାହିତ୍ୟଘରର ଶୀତ ଆସର
ହାଟଡିହି-୨୪ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଜାମିତିରା ଗ୍ରାମରେ ବିଶିଷ୍ଟ ସାହିତ୍ୟିକ ତଥା କବି ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ଜନ୍ମଦିନ ପାଳନ ଅବସରରେ ବନ୍ତ ସମ୍ବାଦ ସାହିତ୍ୟ ଘର ପକ୍ଷରୁ...
ଏସିବି ଫାଉଣ୍ଡେସନ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ
ହାଟଡିହି-୨୪ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏ.ସି.ବି. ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର, ମାସ୍କ, ସାବୁନ ଇତ୍ୟାଦି ବଣ୍ଟନ କରାଯାଇଛି । ପ୍ରତିବର୍ଷ...
ନବୋଦୟ ଖେଳପଡିଆ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ହାଟଡିହି-୨୪ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ଜବାହର ନବୋଦୟ ବିଦ୍ୟାଳୟ ହଦଗଡର ଖେଳପଡିଆପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିପାଇଁ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ...
ରଣପୁର ପୂରପଲ୍ଲୀ ରେ ସୁଦଶା ବ୍ରତ ଓ ମାଣବସା ପାଳିତ
ନୟାଗଡ/୨୪/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ମାର୍ଗଶୀର ମାସ ଶେଷ ଗୁରୁବାର ଦଶମୀ ତିଥିରେ ସୁଦଶା ବ୍ରତ ସହ ମାଣବସା ଅନୁଷ୍ଠିତ ହୋଇଥାଏ । ଏହି ସୁଦଶା ବ୍ରତ ଓ ମାଣବସା ରଣପୁର ଅଂଚଳ ର ଘରେ...
ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ସଭା
ଆଠମଲ୍ଲିକ,୨୪/୧୨(ଓଡ଼ିଆପୁଅ/ଜିତେନ୍ଦ୍ର ସାହୁ):ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଜିଲ୍ଲା କଳାକେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି|ଏହି ସମ୍ବର୍ଦ୍ଧନା ସଭାରେ ବିଜୁ ଯୁବ ଜନତା ଦଳର ନବନିଯୁକ୍ତ...
ଲେଖାଙ୍କୁ ଲାଇସେନ୍ସ: ନବୀନଙ୍କୁ କହିଲେ ଜଲ୍ହାଦ! କେନ୍ଦ୍ର ସରକାରରେ ବସି ଗଡ଼କରୀ କ’ଣ ତାଙ୍କ ଅଫିସରଙ୍କୁ ଟାୟାର ଗଣିବାକୁ;...
ଭୁବନେଶ୍ୱର: ନିକଟରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ଏହି ସମୟରେ ସେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା ଯୋଗଦେବା ସହ...
କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀ କରିବେ ପଦଯାତ୍ରା
ନୂଆଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) : କେନ୍ଦ୍ରର ମୋଦୀ ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି ୨୯ ତମ ଦିନ ପାଇଁ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ସରକାର ଏବଂ...
ଆଜି ସୁଦଶା ବ୍ରତ: ଓଡ଼ିଆଙ୍କ ନିଆରା ପରମ୍ପରା ..
ଆଜି ସୁଦଶା ବ୍ରତ: ଓଡ଼ିଆଙ୍କ ଏକ ନିଆରା ପରମ୍ପରା। ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ଭାବେ ପାଳିତ ହୋଇଥାଏ। ଏହିଦିନ ମା' ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ସୁଦଶାର...
କ୍ରେନ୍ ଧକ୍କାରେ ସ୍କୁଟି ଆରୋହୀ ବାପ-ଝିଅ ମୃତ
ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର-ରେମୁଣା ରାସ୍ତାର ରାମେଶ୍ୱର ମନ୍ଦିରଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟି ଆରୋହୀ ବାପ-ଝିଅଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦୁଇଜଣ ହେଲେ ଟାଉନଥାନା ଅନ୍ତର୍ଗତ ଓଲନ୍ଦାସାହି ଅଞ୍ଚଳର...






