Home Coronavirus Outbreak ରାଜ୍ୟରେ କରୋନା ନେଲା ୧୭ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୨୧୯୭ କୁ ବୃଦ୍ଧି

ରାଜ୍ୟରେ କରୋନା ନେଲା ୧୭ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୨୧୯୭ କୁ ବୃଦ୍ଧି

32

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ନେଲା ୧୭ ଜୀବନ। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୧୯୭ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାର ଜଣେ୍, ବଲାଙ୍ଗୀର ଜିଲ୍ଲାର ଜଣେ, ଖୋର୍ଦ୍ଧା ଜିଲ୍ଲାର ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାର ୩ ଜଣ, ପୁରୀ ଜିଲ୍ଲାର ୨ ଜଣ, ରାୟଗଡ଼ା ଜିଲ୍ଲାର ୩ ଜଣ, ସୁନ୍ଦରଗଡ ଜିଲ୍ଲାର ୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୧ – ଅନୁଗୁଳ ଜିଲ୍ଲାର ୪୧ ବର୍ଷ ବୟସ୍କ ପୁରୁଷ।
୨ – ବଲାଙ୍ଗୀର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩ – ଭୁବନେଶ୍ୱରର ୮୦ ବର୍ଷ ବୟସ୍କା ମହିଳା ଯିଏ କି କ୍ରନିକ୍ ଲିଭର ରୋଗରେ ପୀଡିତ ଥିଲେ।
୪ – ଭୁବନେଶ୍ୱରର ୪୫ ବର୍ଷ ବୟସ୍କା ମହିଳା।
୫ – ଢେଙ୍କାନାଳ ଜିଲ୍ଲା ଅସୁସ୍ଥ କୋଷ ରୋଗର ୪୦ ବର୍ଷ ବୟସ୍କା ମହିଳା।
୬ – ଖୋର୍ଦ୍ଧା ଜିଲ୍ଲାର ୪୨ ବର୍ଷ ବୟସ୍କା ମହିଳା।
୭ – କଳାହାଣ୍ଡି ଜିଲ୍ଲାର ୪୨ ବର୍ଷ ବୟସ୍କା ମହିଳା।
୮ – କଳାହାଣ୍ଡି ଜିଲ୍ଲାର ୪୭ ବର୍ଷ ବୟସ୍କ ପୁରୁଷ।
୯ – କଳାହାଣ୍ଡି ଜିଲ୍ଲାର ୩୫ ବର୍ଷ ବୟସ୍କ ପୁରୁଷ।
୧୦ – ପୁରୀ ଜିଲ୍ଲାର ୫୭ ବର୍ଷ ବୟସ୍କ ପୁରୁଷ।
୧୧ – ପୁରୀ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୨ – ରାୟଗଡ଼ା ଜିଲ୍ଲାର ୪୮ ବର୍ଷ ବୟସ୍କା ମହିଳା।
୧୩ – ରାୟଗଡ଼ା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୪ – ରାୟଗଡ଼ା ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ।
୧୫ – ସୁନ୍ଦରଗଡ ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ।
୧୬ – ସୁନ୍ଦରଗଡ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।
୧୭ – ସୁନ୍ଦରଗଡ ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଗତ ୨୪ ଘଂଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ହୋଇଥିବା ବେଳେ ସୁନ୍ଦରଗଡରୁ ୮୨୪, କଟକରୁ ୭୨୦, ପୁରୀ ଜିଲ୍ଲାରୁ ୭୦୮, ଅନୁଗୁଳରୁ ୪୫୬, ବରଗଡରୁ ୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ମୋଟ ପଜିଟିଭ୍ ସଂଖ୍ୟା ୫୪୪୮୭୩ କୁ ବୃଦ୍ଧି ପାଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

୧ – ଅନୁଗୁଳ ଜିଲ୍ଲାରୁ ୪୫୬
୨ – ବାଲେଶ୍ୱର ଜିଲ୍ଲାରୁ ୨୩୦
୩ – ବରଗଡ ଜିଲ୍ଲାରୁ ୪୫୦
୪ – ଭଦ୍ରକ ଜିଲ୍ଲାରୁ ୨୪୮
୫ – ବଲାଙ୍ଗୀର ଜିଲ୍ଲାରୁ ୨୭୪
୬ – ବୌଦ୍ଧ ଜିଲ୍ଲାରୁ ୧୮୩
୭ – କଟକ ଜିଲ୍ଲାରୁ ୭୨୦
୮ – ଦେବଗଡ଼ ଜିଲ୍ଲାରୁ ୧୧୮
୯ – ଢେଙ୍କାନାଳ ଜିଲ୍ଲାରୁ ୨୪୪
୧୦ – ଗଜପତି ଜିଲ୍ଲାରୁ ୮୯
୧୧ – ଗଞ୍ଜାମ ଜିଲ୍ଲାରୁ ୨୦୯
୧୨ – ଜଗତସିଂହପୁର ଜିଲ୍ଲାରୁ ୧୧୫
୧୩ – ଯାଜପୁର ଜିଲ୍ଲାରୁ ୩୨୮
୧୪ – ଝାରସୁଗୁଡ଼ା ଜିଲ୍ଲାରୁ ୪୧୮
୧୫ – କଳାହାଣ୍ଡି ଜିଲ୍ଲାରୁ ୪୩୩
୧୬ – କନ୍ଧମାଳ ଜିଲ୍ଲାରୁ ୭୫
୧୭ – କେନ୍ଦ୍ରାପଡା ଜିଲ୍ଲାରୁ ୨୪୩
୧୮ – କେନ୍ଦୁଝର ଜିଲ୍ଲାରୁ ୧୬୬
୧୯ – ଖୋର୍ଦ୍ଧା ଜିଲ୍ଲାରୁ ୧୩୨୯
୨୦ – କୋରାପୁଟ ଜିଲ୍ଲାରୁ ୧୪୨
୨୧ – ମାଲକାନଗିରି ଜିଲ୍ଲାରୁ ୬୨
୨୨ – ମୟୂରଭଞ୍ଜ ଜିଲ୍ଲାରୁ ୨୦୭
୨୩ – ନବରଙ୍ଗପୁର ଜିଲ୍ଲାରୁ ୩୦୬
୨୪ – ନୟାଗଡ଼ ଜିଲ୍ଲାରୁ ୨୬୯
୨୫ – ନୁଆପଡା ଜିଲ୍ଲାରୁ ୩୧୧
୨୬ – ପୁରୀ ଜିଲ୍ଲାରୁ ୭୦୮
୨୭ – ରାୟଗଡ଼ା ଜିଲ୍ଲାରୁ ୧୩୨
୨୮ – ସମ୍ବଲପୁର ଜିଲ୍ଲାରୁ ୩୦୨
୨୯ – ସୋନପୁର ଜିଲ୍ଲାରୁ ୧୬୯
୩୦ – ସୁନ୍ଦରଗଡ ଜିଲ୍ଲାରୁ ୮୨୪
୩୧ – ରାଜ୍ୟ ପୁଲ୍ ରୁ ୨୭୧

ଆଜି ଟେଷ୍ଟ ହୋଇଛି : ୪୮୩୭୭
ନୂଆ ସଂକ୍ରମଣ : ୧୦୦୩୧
ନୂଆ ସୁସ୍ଥ ହେଲେ : ୮୫୪୧
ଆଜି ମୃତ୍ୟୁ ରିପୋର୍ଟ : ୧୭
ମୋଟ ପଜିଟିଭ୍ : ୫୪୪୮୭୩
ମୋଟ ଆରୋଗ୍ୟ : ୪୪୭୮୬୩
ମୋଟ ମୃତ୍ୟୁ : ୨୧୯୭
ସକ୍ରିୟ ମାମଲା : ୯୪୭୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.