Home ଓଡ଼ିଶା ୫ ଜଣ ବରିଷ୍ଠ ନେତା ଏବଂ ନେତ୍ରୀଙ୍କୁ ମିଳିଲା ବିଜେପି ମୁଖପାତ୍ର ଦାୟୀତ୍ୱ

୫ ଜଣ ବରିଷ୍ଠ ନେତା ଏବଂ ନେତ୍ରୀଙ୍କୁ ମିଳିଲା ବିଜେପି ମୁଖପାତ୍ର ଦାୟୀତ୍ୱ

1095

ଦଳୀୟ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ
– ଶ୍ରୀ ବିଷ୍ଣୁ ଦାସ ଏବଂ ଶ୍ରୀ ଉମାକାନ୍ତ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ମୁଖପାତ୍ର ଦାୟୀତ୍ୱ
– ଶ୍ରୀମତୀ ଉର୍ମିଳା ମହାପାତ୍ର, ଶ୍ରୀମତୀ ସୋନାଲି ସାହୁ ଏବଂ ଶ୍ରୀମତୀ ଚିତ୍ରଲେଖା ମହାନ୍ତିଙ୍କୁ ରାଜ୍ୟ ବିଜେପି ମୁଖପାତ୍ର ଦାୟୀତ୍ୱ

ଭୁବନେଶ୍ୱର, ୨୧/୦୪ (ଓଡ଼ିଆ ପୁଅ) : ବିଜେପିର ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଶ୍ରୀ ବିଷ୍ଣୁ ଦାସ, ଶ୍ରୀ ଉମାକାନ୍ତ ପଟ୍ଟନାୟକ, ଶ୍ରୀମତୀ ଉର୍ମିଳା ମହାପାତ୍ର, ଶ୍ରୀମତୀ ସୋନାଲି ସାହୁ ଏବଂ ଶ୍ରୀମତୀ ଚିତ୍ରଲେଖା ମହାନ୍ତିଙ୍କୁ ରାଜ୍ୟ ବିଜେପି ମୁଖପାତ୍ର ଭାବେ ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ଦାୟୀତ୍ୱ ଦେଇଛନ୍ତି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.