Home ଓଡ଼ିଶା ୩୬ଜଣ ନୂଆ ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୮୦୯ରେ ପହଁଚିଲା ।ସୁସ୍ଥହେଲେ ୪୪୬ଜଣ ।

୩୬ଜଣ ନୂଆ ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୮୦୯ରେ ପହଁଚିଲା ।ସୁସ୍ଥହେଲେ ୪୪୬ଜଣ ।

107

ମାଲକାନଗିରି,୭ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କାୟାମେଲାଇ ଚାଲିଛି କରୋନା ମହାମାର,ି ୨ଜଣ କୋଭିଡ ଯୋଦ୍ଧାଙ୍କ ସହ ଆଜି ଜିଲ୍ଲାରେ ପୁଣି ୩୬ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ କେବଳ ୧୭ଜଣ,ବାଲିମେଳା ଏନଏସି ଅଚଳରୁ ୪ଜଣ,ଚିତ୍ରକୋଣ୍ଡା ବ୍ଲକଅଚଂଳରୁ ୨ଜଣ,ମାଲକାନଗିରି ବ୍ଲକଅଚଂଳରୁ ୨ଜଣ,ଖଇରପୁଟ ବ୍ଲକ ଅଚଂଳରୁ ୨ଜଣ,କୋରକୁଣ୍ଡା ବ୍ଲକ ଅଚଂଳରୁ ୬ଜଣ,ମାଥିଲି ବ୍ଲକ ଅଚଂଳରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲନାଗିରି ପୌରପରିଷଦ ଅଚଂଳରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୧୦ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିଲେ,୭ଜଣ ପୁବ ର୍ ଲ କ୍ଷଣ ଥିଲା,ବାଲିମେଳା ଏନଏସି ଅଚଂଳ ୪ଜଣଙ୍କ ମଧ୍ୟରୁ ୩ଜଣ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିଲେ,ଜଣଙ୍କର ପୁବ ର୍ଲକ୍ଷଣ ଥିବାବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ୨ଜଣ ଙ୍କର ପଜିଟିଭି ବାହାରିଥିବା ବେଳେ ସେମାନେ ପୁବ ର୍ ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିଲେ । ମାଲକାନଗିରି ବ୍ଲକର ୨ଜଣ ପୁବ ର୍ସଂକ୍ରମଣ ସଂସ୍ପର୍ଷ ସହ ଲକ୍ଷଣ ଥିଲା । କୋରରୁଣ୍ଡା ବ୍ଲକରୁ ୬ଜଣ ଚିହ୍ନଟ ହୋଇଛନ୍ତି । ସେମାନେ ପୁବ ର୍ ସଂସ୍ପର୍ଷ ଆସିଛନ୍ତି । ମାଥିଲିବ୍ଲକର ୩ଜଣ ହାଉସ ସର୍ଭରୁ ଚିହ୍ନଟ ହୋଇଛନ୍ତି । ଖଇରପୁଟ ବ୍ଲକ ଅଚଂଳରୁ ୨ଜଣ ହାଉସ ସ ର୍ଭେରୁ ଜଣାପଡିଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୯ ହୋଇଥିବା ବେଳେ େସେମାନଙ୍କ ମଧ୍ୟରୁ ୪୪୬ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୩୬୧ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୩୬ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି ।ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂଳ,ବାଲିମେଳା ଏନଏସି ଅଚଂଳକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କରାଯିବା ସହ ଚିତ୍ରକୋଣ୍ଡା,କାଲିମେଳା,ମାଥିଲି ଅଚଂଳ କୁ ଲକଡାଉନ ଓ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.