Home Top News ୧୪୦ ଶିଖ ତୀର୍ଥଯାତ୍ରୀଙ୍କୁ ଭାରତ ଆସିବା ପାଇଁ କାବୁଲ ଏୟାରପୋର୍ଟରେ ରୋକିଲା ତାଲିବାନ

୧୪୦ ଶିଖ ତୀର୍ଥଯାତ୍ରୀଙ୍କୁ ଭାରତ ଆସିବା ପାଇଁ କାବୁଲ ଏୟାରପୋର୍ଟରେ ରୋକିଲା ତାଲିବାନ

96

ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ତାଲିବାନ ୧୪୦ ଶିଖ ତୀର୍ଥଯାତ୍ରୀଙ୍କୁ ଭାରତ ଆସିବା ପାଇଁ କାବୁଲ ଏୟାରପୋର୍ଟରେ ପ୍ରବେଶ ପୂର୍ବରୁ ରୋକିଥିବା ଜଣାପଡ଼ିଛି। ଶିଖ ତୀର୍ଥଯାତ୍ରୀମାନେ ଗୁରୁ ତେଗ ବାହାଦୁର ଜୀଙ୍କର ୪୦୦ ତମ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମ ପାଇଁ ଭାରତ ଆସୁଥିଲେ।
ଶିଖ୍ ତୀର୍ଥଯାତ୍ରୀମାନଙ୍କ ଯାତାୟତ ସହଜ ହେବା ପାଇଁ ଶିଖ ସମ୍ପ୍ରଦାୟ ତାଲିବାନକୁ ନିବେଦନ କରିଛି।

ଗୁରୁ ତେଗ ବାହାଦୂରଙ୍କର ୪୦୦ ତମ ଜନ୍ମ ବାର୍ଷିକୀ ଏକ ଆଜୀବନ ଘଟଣା। ମୁଁ ଜାଣେ ନାହିଁ ତାଲିବାନ କାହିଁକି ୧୪୦ ଆଫଗାନିସ୍ତାନ ହିନ୍ଦୁ ଏବଂ ଶିଖ ତୀର୍ଥଯାତ୍ରୀଙ୍କୁ ଭାରତ ଗସ୍ତରୁ ଅବରୋଧ କରିଛି ବୋଲି ପ୍ରକାଶ କରିଛନ୍ତି କାର୍ଯ୍ୟକର୍ତ୍ତା ଗୁଲଜିତ ସିଂ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.