Home ଓଡ଼ିଶା ସୁପ୍ରିମ କୋର୍ଟରେ ପି ଚିଦାମ୍ବରମ୍ ଙ୍କର ଅପିଲ ଉପରେ ଶୁଣାଣି ଶେଷ : ରାୟ ସଂରକ୍ଷିତ

ସୁପ୍ରିମ କୋର୍ଟରେ ପି ଚିଦାମ୍ବରମ୍ ଙ୍କର ଅପିଲ ଉପରେ ଶୁଣାଣି ଶେଷ : ରାୟ ସଂରକ୍ଷିତ

261

ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କର ଅପିଲ ଉପରେ ସୁପ୍ରିମ କୋର୍ଟରେ ଶୁଣାଣି ଶେଷ ହୋଇଛି। ସୁପ୍ରିମ କୋର୍ଟ ତାଙ୍କର ରାୟ ସୁରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟଯେ, ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ କେସ୍ ରେ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ତାଙ୍କର ଜାମିନ୍ ଆବେଦନକୁ ନାମଞ୍ଜୁର କରିବା ପରେ ପି. ଚିଦାମ୍ବରମ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.